Health

ପୁଣି ଓଡିଶାରେ ଡେଙ୍ଗୁ ଆତଙ୍କ : ଦେଖନ୍ତୁ ଡାକ୍ତରଙ୍କ ପରାମର୍ଶ ଭିଡିଓ

ବର୍ଷା ଆସିବା ସହିତ ଓଡିଶାରେ ପୁଣି ଦେଖା ଦେଲାଣି ଡେଙ୍ଗୁ ଆତଙ୍କ ।ଇତି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ କିଛି ଡେଙ୍ଗୁ ରୋଗୀ ଚିହ୍ନିତ ହେଲାପରେ ରାଜ୍ୟ ସରକାର ଡେଙ୍ଗୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନବା ଆରମ୍ଭ କରିଛନ୍ତି ।

ବିଭୀର୍ଣ ହସପିଟାଲରେ ସ୍ଵତନ୍ତ୍ର ଡେଙ୍ଗୁ ୱାର୍ଡ ଗଠନ କରାଯାଇଛି । ତେବେ ଡେଙ୍ଗୁର ବଡ଼ ଚିକିଶ୍ଚା ହେଉଛି ସାବଧାନତା ।

ଆଶା କରୁଛୁ ଆପଣ ମାନେ ଏହି ବିଡିଓରେ ଥିବା ଡାକ୍ତରଙ୍କ ପରାମର୍ଶକୁ ପାଳନ କରିବେ ।

 


Video

Pabitra Promo

Yoga & its benefits