କୁହାଯାଏ ଓଡିଆ ଏବଂ ଓଡିଶାକୁ ବେଶୀ ଆସନମାନ କରନ୍ତି ଖୋଦ ଓଡିଆ ମାନେ ।ତା’ର ଗୋଟେ ବଳିଷ୍ଠ ଉଦାହରଣ ହଉଛନ୍ତି ସୋନା ମହାପାତ୍ର । ଏହି ଓଡିଆ କଣ୍ଠଶିଳ୍ପୀ ବମ୍ବେରେ ରୁହନ୍ତି,କୁହନ୍ତି ଓଡିଆ ଏବଂ ଓଡିଶାକୁ ଭାରି ଭଲ ପା’ନ୍ତି,କିନ୍ତୁ ବାସ୍ତବରେ ବ୍ୟବସାୟ ଏବଂ ଓଡିଆକୁ ନେଇ ବ୍ୟବସାୟ ବ୍ୟତୀତ ଓଡିଶା ସମ୍ପର୍କରେ ଏହି ଗାୟିକା ଜଣକ କିଛିବି ଜାଣନ୍ତି ନାହ୍ନି ।ଏପରିକି ଶୁଦ୍ଧ ଭାବରେ ଓଡିଆ ଭାଷା ମଧ୍ୟ ଜାଣନ୍ତି ନାହ୍ନି ।ଓଡିଆ ମାନେ ପ୍ରତିକ୍ରିୟାଶୀଳ ନୁହନ୍ତି,ତେଣୁ ସବୁ ଚଳିଯିବ ବୋଲି ବୋଧ ହୁଏ ଏମାନେ ଭାବନ୍ତି ।
ସୁଣନ୍ତୁ କେମିତି ଅପମାନଜନକ ଭାବରେ ସୋନା ଗାଇଛନ୍ତି ଓଡିଶାର ଏହି ପ୍ରସିଦ୍ଧ ଗୀତାକୁ।
Add Comment