Home / International / ବିମାନରେ ଆମେରିକାରେ ଯାତ୍ରା କରୁଥିଲେ ସତର୍କତା

ବିମାନରେ ଆମେରିକାରେ ଯାତ୍ରା କରୁଥିଲେ ସତର୍କତା

ଯୁକ୍ତରାଷ୍ଟ୍ର ଆମେରିକାରେ ଅନେକ କଡାକଡି ନିୟମ ରହିଛି । ସେଠାକୁ ବିମାନଯାତ୍ରା ପୂର୍ବରୁ ମଧ୍ୟ ଯାତ୍ରୀଙ୍କୁ ସାବଧାନତା ଅବଲମ୍ବନ କରିବା ନିତାନ୍ତ ଜରୁରୀ । ଏଇ କିଛିଦିନ ତଳେ ଜନୈକ ମହିଳା ଯାତ୍ରା ପ୍ୟାରିସରୁ ଆମେରିକା ଫେରୁଥିଲେ । ବିମାନରେ ମିଳିଥିବା ଖାଦ୍ୟରେ ଥିବା ସେଓକୁ ମହିଳା ନଖାଇ ନିଜ ହ୍ୟାଣ୍ଡ ବ୍ୟାଗରେ ରଖିଥିଲେ । ଫଳସ୍ୱରୂପ ମହିଳାଙ୍କୁ କଷ୍ଟମ ଡିପାର୍ଟମେଣ୍ଟ ଯାଞ୍ଚ କଲାବେଳେ ୫୦୦ ଡଲାର ଜୋରିମାନା କରିଥିଲେ । ଏହି ଖବରଟି ଆମେରିକୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହୋଇଥିଲା ।

  • ଲାଇଟର , କଇଁଚି ,ଆଦି ନିତ୍ୟ ବ୍ୟବହାର୍ଯ୍ୟ  ଜିନିଷ ଆମେରିକା ବିମାନରେ ନେବା ପୂର୍ବରୁ ସ୍ଵତନ୍ତ୍ର ଅନୁମତି ନେବା ନିତାନ୍ତ ଆବଶ୍ୟକ ।
  • ଯେ କୌଣସି ପ୍ରକାର ଧାରୁଆ ଅସ୍ତ୍ରକୁ ବିଦେଶ ଯାତ୍ରା ସମୟରେ ବ୍ୟାଗରେ ନ ରଖିବା ହିଁ ବୁଦ୍ଧିମତ୍ତାର କାମ ।
  • ଖେଳ ସାମଗ୍ରୀ ବେସ ବଲ ,କ୍ରିକେଟ ବ୍ୟାଟ ଟେନିସ ସାମଗ୍ରୀ ମଧ୍ୟ ବିନା ଅନୁମତିରେ ନେବା ଜୋରିମୋନାର କାରଣ ହୋଇପାରେ ।
  • ପେଚକସ ,ହାତୁଡି ଇତ୍ୟାଦି ଜିନିଷକୁ ମଧ୍ୟ ଯାତ୍ରା ସମୟରେ ଦୂରେଇ ରଖିବା ଆବଶ୍ୟକ । ଏସବୁ ବ୍ୟାଗରେ ଥିଲେ ଜୋରିମାନା ସହ ଜେଲ ଦଣ୍ଡ ହେବାର ଆଶଙ୍କା ରହିଛି ।

About Ajirakhabar

Check Also

ମା’ର ପ୍ରକୃଷ୍ଟ ପରିଚୟ

ସ୍ରଷ୍ଟାଙ୍କର ଏଇ ସୃଷ୍ଟିରେ ମା’ଠୁ ବଳି ସୁନ୍ଦର ପରିଚୟ ବୋଧହୁଏ ଆଉ କିଛି ନ।ହିଁ  । କବିତା ହେଉ କିମ୍ବା …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help