Home / International / ମେଦବହୁଳଙ୍କ ନିମନ୍ତେ ରେକର୍ଡ କରିଥିବା ଦ୍ଵୀପ

ମେଦବହୁଳଙ୍କ ନିମନ୍ତେ ରେକର୍ଡ କରିଥିବା ଦ୍ଵୀପ

ଜନ ବଢିବା ଏକ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଛି । ଏହା ପଛର ଅନ୍ୟତମ କାରଣ ହେଉଛି ଏବର ଫାଷ୍ଟଫୁଡ ଜୀବନଶୈଳୀ । ଅଷ୍ଟ୍ରେଲିଆର ଉତ୍ତର – ପୂର୍ବରେ ଥିବା ନାଉରୁ ଦ୍ଵୀପ , ବିଶ୍ଵର ପ୍ରମୁଖ ମେଦବହୁଳତା ସ୍ଥାନ ଭାବେ ଜଣାଯାଏ । ୨୦୧୦ ପରେ ହୋଇଥିବା ଏକ ସର୍ବେକ୍ଷଣରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା । ପର୍ଯ୍ୟଟକଙ୍କ ଭିଡ ଜାମୁଥିବା ଏ ଦ୍ଵୀପର ଲୋକଙ୍କ ପ୍ରମୁଖ ଖାଦ୍ୟ ହେଉଛି ବିଭିନ୍ନ ପ୍ରକାରର ସୁଆଦିଆ ଫାଷ୍ଟଫୁଡ । କୌଣସି ପ୍ରକାରର ପାରମ୍ପରିକ ଖାଦ୍ୟ ଏଠା ଲୋକେ ଖାଆନ୍ତି ନ।ହିଁ  । ବାରମ୍ବାର ବିଭିନ୍ନ ଏନଜିଓ ତରଫରୁ ଫାଷ୍ଟଫୁଡ ସମ୍ପରକରେ ଏହି ଦ୍ଵୀପର ଲୋକଙ୍କୁ ସଚେତନ କରାଯିବା ସତ୍ତ୍ୱେ କୌଣସି ଫଳ ମିଳୁନାହିଁ । ନାଉରୁ ଦ୍ଵୀପର ୯୫%ରୁ ଅଧିକ ଜନସଂଖ୍ୟା ମେଦବହୁଳ ରୋଗରେ ଆକ୍ରାନ୍ତ । ଏମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବା ନିମନ୍ତେ ଅଷ୍ଟ୍ରେଲିଆ ସରକାର ନିକଟରେ ବିଭିନ୍ନ ପଦକ୍ଷେପ ନେଇଛି । ସ୍ଥାନୀୟ ଲୋକଙ୍କୁ ପ୍ରାତଃଭ୍ରମଣ ନିମନ୍ତେ ଉତ୍ସାହିତ କରାଯିବା ସହ ସେଠା ଜମିରେ ଆକର୍ଷଣୀୟ ଅଫରମାନ ଦିଆଯାଉଛି ।

About Ajirakhabar

Check Also

ମା’ର ପ୍ରକୃଷ୍ଟ ପରିଚୟ

ସ୍ରଷ୍ଟାଙ୍କର ଏଇ ସୃଷ୍ଟିରେ ମା’ଠୁ ବଳି ସୁନ୍ଦର ପରିଚୟ ବୋଧହୁଏ ଆଉ କିଛି ନ।ହିଁ  । କବିତା ହେଉ କିମ୍ବା …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help