Home / Horoscope / ରୋଷେଇ ଘର ସମ୍ପର୍କିତ ଜାଣିବା କଥା

ରୋଷେଇ ଘର ସମ୍ପର୍କିତ ଜାଣିବା କଥା

ବସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରର ସ୍ଥାନ ବେଶ ସ୍ଵତନ୍ତ୍ର । ରୋଷେଇ ଗୃହଟି ଭୁଲ ଦିଗରେ ଥିଲେ ଏହାର କୁପ୍ରଭାବ ସମଗ୍ର ପରିବାର ଉପରେ ପଡିଥାଏ । ଏଣୁ ଘର ନିର୍ମାଣ କରୁଥିଲେ ,ବସ୍ତୁବିତଙ୍କ ପରାମର୍ଶରେ ରୋଷଶାଳକୁ ଯଥାସ୍ଥାନରେ ନିର୍ମାଣ କରିବାକୁ ନିଷ୍ପତ୍ତି ନିଅନ୍ତୁ । କୌଣସି ସମସ୍ୟା ଥିଲେ , ବସ୍ତୁବିତଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ ।

  • ରୋଷେଇ ଗୃହରେ କଳା ରଙ୍ଗର ଗ୍ରାନାଇଟ କେବେହେଲେ ବ୍ୟବହାର କରିବେ ନ।ହିଁ  ।
  • ରୋଷେଇ ଘରଟି ଘରର ମଧ୍ୟଭାଗରେ ହେବା ଖୁବ ଖରାପ ପ୍ରଭାବ ପକାଇଥାଏ, ଏଣୁ ଘରର ଗୋଟିଏ କୋଣକୁ ହିଁ ଏହି ସ୍ଥାନ ରହିବା ଶ୍ରେୟସ୍କର।
  • ବାସ୍ତୁଶାସ୍ତ୍ର ଅନୁସାରେ , ଐଶ୍ଵ।ନ୍ୟ  କୋଣକୁ ଛାଡି ଅନ୍ୟ ଯେ କୌଣସି ଦିଗରେ ରୋଷଶାଳା ନିର୍ମାଣ କରିବା ଉଚିତ ।
  • ରୋଷେଇ ଗୃହକୁ ସୂର୍ଯ୍ୟକିରଣ ପର୍ଯ୍ୟାପ୍ତ ପରିମାଣରେ ଆସୁଥିବା ଉଚିତ ।
  • ଅନ୍ୟ ଏକ ମୁଖ୍ୟ ତଥ୍ୟ ହେଉଛି ଶୌଚ।ଳୟ ସଂଲଗ୍ନ ରୋଷଶାଳା ଥିଲେ , ତାହା ମଧ୍ୟ ପରିବାର ସଦସ୍ୟଙ୍କ ଉପରେ କୁପ୍ରଭାବ ପକାଇଥାଏ ।

About Ajirakhabar

Check Also

ସିଲିଣ୍ଡରକୁ ନେଇ ସତର୍କତା !

ଅଘଟଣ କେଉଁ ସମୟରେ ଘଟିବ,ତାହାର ଅବା ପୂର୍ବାନୁମାନ କିଏ କରିପାରିବ ? ହେଲେ ପ୍ରତ୍ୟେକ ଏଭଳି ପରିସ୍ଥିତିକୁ ସଚେତନ ରହିବା …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help