Home / Indian Epic / ସ୍ଵାମୀ ସ୍ତ୍ରୀକୁ ସିନ୍ଦୁର ପିନ୍ଧାଇବା କାରଣ କ’ଣ ?

ସ୍ଵାମୀ ସ୍ତ୍ରୀକୁ ସିନ୍ଦୁର ପିନ୍ଧାଇବା କାରଣ କ’ଣ ?

ଆଗ କାଳରେ ଝିଅମାନଙ୍କର ବାହାଘର କରିବା ପାଇଁ ସ୍ୱୟମ୍ବର ସଭା କରାଯାଉଥିଲା । ସେହି ସ୍ୱୟମ୍ବର  ସଭାରେ ଝିଅମାନେ ତାଙ୍କର ମନ ପସନ୍ଦ ପୁଅକୁ ବରଣମାଳ। ପିନ୍ଧାଇ ସ୍ଵାମିରୁପେ ସ୍ଵୀକାର କରୁଥିଲେ । କାଳକ୍ରମେ ସେ ସବୁ ପ୍ରଥା ଉଠିଗଲା । ଆଉ ସ୍ୱୟମ୍ବର  ସଭା କରାଗଲା ନ।ହିଁ  । ତାପରେ ସିନ୍ଦୁର ପିନ୍ଧାଇବା ପ୍ରଥା ଆରମ୍ଭ କରାଗଲା , ପୁରୁଷ ତାର ଇଚ୍ଛା ଅନୁସାରେ କୌଣସି ଗୋଟିଏ ନାରୀକୁ ସିନ୍ଦୁର ପିନ୍ଧାଇ ସ୍ତ୍ରୀ ରୂପେ ଗ୍ରହଣ କରୁଥିଲା । ବର୍ତ୍ତମାନ ମଧ୍ୟ ସେହିପ୍ରଥା ପ୍ରଚଳିତ ହେଉଛି କିନ୍ତୁ ଖାଲି ସିନ୍ଦୁର ପିନ୍ଧେଇବା ପ୍ରଥା ନ ରହି ତାକୁ ଆଉ ଟିକିଏ ଉନ୍ନତ ଧରଣର ନିୟମ ପ୍ରଚଳନ କରିବା ପାଇଁ ପୁରୁଷ ବିବାହ ବେଦିରେ ସ୍ତ୍ରୀକୁ ସିନ୍ଦୁର ପିନ୍ଧାଇ ସ୍ତ୍ରୀ ରୂପେ ଗ୍ରହଣ କରୁଛି ।

About Ajirakhabar

Check Also

ସର୍ବାଙ୍ଗାସନ : ଆସନ ମଧ୍ୟରେ ରାଜା : ଦେଖନ୍ତୁ କଣ ମିଳେ ସୁଫଳ

Share on: WhatsApp

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help