Home / Indian Epic / ବିବାହ ସମୟରେ ବର କନ୍ୟା ହଳଦୀ ଲଗାଇବା କାରଣ କ’ଣ ?

ବିବାହ ସମୟରେ ବର କନ୍ୟା ହଳଦୀ ଲଗାଇବା କାରଣ କ’ଣ ?

ହଳଦୀ ସାଧାରଣତଃ ଚର୍ମ ରୋଗର ବିନାଶ କରେ , ହଳଦୀ ଦେହରେ ଲଗାଇଲେ ଚର୍ମରେ ଥିବା ଜୀବାଣୁ ମାନେ ସମୂଳେ ନାଶ ହେବା ସଙ୍ଗେ ସଙ୍ଗେ ଚର୍ମ ଉଜ୍ଜଳ ଏବଂ ଚିକକଣ ରହେ । ଦେହର ଦୁର୍ଗନ୍ଧ ମଧ୍ୟ ଚାଲିଯାଏ । ବିବାହ ପରେ ବର କନ୍ୟା ପରସ୍ପର ଦୈହିକ ମିଳନରେ ଲିପ୍ତ ରହନ୍ତି । ହଳଦୀ ଲଗାଇବା ଦ୍ଵାରା ସେମାନଙ୍କର ଦେହ ସମ୍ପୂର୍ଣ୍ଣ ଜୀବାଣୁ ମୁକ୍ତ ରହେ । ହଳଦୀ କମୋତ୍ତେଜନା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଏଣୁ ବର କନ୍ୟା ହଳଦୀ ଲଗାଇବା ବିଧି  କରାଯାଇଛି ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help