Home / Food & Travel / ସାଧା ଭେଣ୍ଡି ତରକାରୀ

ସାଧା ଭେଣ୍ଡି ତରକାରୀ

ଉପକରଣ : ଭେଣ୍ଡି ୨୦୦ ଗ୍ରାମ ,ଟମାଟୋ  ୧ଟା ,ଜିରାଗୁଣ୍ଡ ଅଧଚାମଚ ,ଲଙ୍କା ଗୁଣ୍ଡ ଅଧଚାମଚ , ଧନିଆ ଗୁଣ୍ଡ ଅଧଚାମଚ ,ଧନିଆ ପତ୍ର କିଛି ,ଲୁଣ ଓ ହଳଦୀ ଗୁଣ୍ଡ ଆବଶ୍ୟକ ଅନୁସାରେ ନେବେ ।

ପ୍ରସ୍ତୁତି ପ୍ରଣାଳୀ : ଭେଣ୍ଡିକୁ ଭଲରେ ଧୋଇ ମଧ୍ୟମ ଆକାରର କାଟି ଅଲଗା ରଖନ୍ତୁ । କରେଇ ଗରମ କରି ଭେଣ୍ଡି ସହିତ ଜିରାଗୁଣ୍ଡ ,ଧନିଆ ଗୁଣ୍ଡ ,ଲଙ୍କା ଗୁଣ୍ଡ ,ଲୁଣ , ହଳଦୀ ଏବଂ ଟମାଟୋକୁ ଛୋଟ ଛୋଟ କାଟି ପକାଇ ଏକ ଗ୍ଲାସ ପାଣି ଦେଇ ଘାଣ୍ଟି ତା’ପରେ ଢାଙ୍କୁଣୀ ଦେଇ ସିଝିବା ପାଇଁ ଛାଡି ଦେବେ । ଭେଣ୍ଡି ତରକାରୀ ପ୍ରସ୍ତୁତ ହୋଇଗଲେ ସେଥିରେ ଧନିଆ ପତ୍ର କାଟି ପକାଇବେ । ସାଧା ଭେଣ୍ଡି ତରକାରୀ ପ୍ରସ୍ତୁତ ହୋଇଯିବ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help