Home / Horoscope / ବାଧାବିଘ୍ନ ଅତିକ୍ରମ କରିବାର ଉପାୟ

ବାଧାବିଘ୍ନ ଅତିକ୍ରମ କରିବାର ଉପାୟ

କିଛି ଲୋକ କାର୍ଯ୍ୟ କରିଚାଲଥାନ୍ତି – କୌଣସି ବାଧାବିଘ୍ନ ନ ଆସିଲା ପର୍ଯ୍ୟନ୍ତ କିଛି ଲୋକ ବାଧା – ବିଘ୍ନ ମଧ୍ୟରେ କାର୍ଯ୍ୟ ଚାଲୁ ରଖିଥାନ୍ତି । କିନ୍ତୁ ଆଉ କିଛି ଲୋକ ବାଧା – ବିଘ୍ନ ଆସିବାର ଆଶଙ୍କା କରି ନିଜ କାର୍ଯ୍ୟ କରିନଥାନ୍ତି  । ବାଧା – ବିଘ୍ନ କୁ ଦୂରୀଭୂତ କରିବାର ଉପାୟ ହେଉଛି ନିଜ ଭିତରେ ‘ଗଣେଶ’ ଅର୍ଥାତ ବିଘ୍ନନାଶକ ଭାବ ଉଦ୍ରେକ କରାଇବା ।

  1. ବାସ୍ତବ  ଜ୍ଞାନ  ପ୍ରାପ୍ତ ହୁଅନ୍ତୁ । ‘ଜ୍ଞ।ନ  ହିଁ ଶକ୍ତି ‘ ନିଜ ପସନ୍ଦର କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାର ଦକ୍ଷତା ଓ କୌଶଳ ଶିକ୍ଷା କରନ୍ତୁ ।
  2. ମନ ସଂକୀର୍ଣ୍ଣ ଭାବକୁ ଦୂରୀଭୂତ କରନ୍ତୁ ।
  3. ଫୁଲ ପରି ହେବାକୁ ଚେଷ୍ଟା କରନ୍ତୁ । ଅନ୍ୟକୁ ଖୁସି ଓ ପ୍ରୀତି ଦିଅନ୍ତୁ ।
  4. ବିଶାଳ ମନୋଭାବ ପୋଷଣ କରନ୍ତୁ ।
  5. ସବୁବେଳେ ସତର୍କ ରୁହନ୍ତୁ ।
  6. ସ୍ଥିତପ୍ରଜ୍ଞ ହୁଅନ୍ତୁ ।
  7. ଭଗବାନଙ୍କୁ ଭଲ ପାଆନ୍ତୁ ।
  8. ସମସ୍ୟା ମୁକାବିଲା ପାଇଁ ନିଜକୁ ଉତ୍ସାହିତ କରନ୍ତୁ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help