Home / International / ମା’ର ପ୍ରକୃଷ୍ଟ ପରିଚୟ

ମା’ର ପ୍ରକୃଷ୍ଟ ପରିଚୟ

ସ୍ରଷ୍ଟାଙ୍କର ଏଇ ସୃଷ୍ଟିରେ ମା’ଠୁ ବଳି ସୁନ୍ଦର ପରିଚୟ ବୋଧହୁଏ ଆଉ କିଛି ନ।ହିଁ  । କବିତା ହେଉ କିମ୍ବା ଉପନ୍ୟାସ , ଏଇ ମା’ଚରିତ୍ରକୁ ବଖାଣିବାକୁ ଯେ ଲେଖକ କେତେ ପରିଶ୍ରମ ନ କରନ୍ତି । ପିଲାଟେ କ’ଣ  ଚାହେଁ ,ତାହା ପରିପ୍ରକାଶ ନ କରିପାରିଲେ ମଧ୍ୟ ମା’ଟେ  ବୁଝିପାରେ ।

  •  ଈଶ୍ଵରଙ୍କ ସୃଷ୍ଟିରେ ସବୁଠୁ ବଡ ଉପହାର ହେଉଛନ୍ତି ମା’ବାପା । ଜୀବିତ ଅବସ୍ଥାରେ ନିଜ ପାରୁ ପର୍ଯ୍ୟନ୍ତ  ସେମାନଙ୍କ ସେବା,ଆଜ୍ଞାରେ ହିଁ ଆଗକୁ ବଢିବାକୁ ଚେଷ୍ଟା କରିବା ଆବଶ୍ୟକ ।
  • ଯେଉଁ ଘର ,ପରିବାରରେ ମା’କୁ ଅନାଦର କରାଯାଏ ,ସେଠାରେ ସୁଖ ସମୃଦ୍ଧି କେବେହେଲେ ହୁଏନାହିଁ ।
  • ପୂରା ଦୁନିଆ ଆମକୁ ଛୋଟ ଲାଗିପାରେ ,ହେଲେ ମନ୍ଦିର ଓ ମା’ର ପଣତକାନିଠୁ ବଡ ସ୍ଥାନ ବୋଧହୁଏ ଆଉ କେଉଁଠି ନ।ହିଁ  ।
  • ପ୍ରେମ ଅନ୍ଧ ବୋଲି ଅନେକ କହିଥାନ୍ତି । ଏହା ପଛରେ ମଧ୍ୟ ସୁନ୍ଦର କଥାଟିଏ ରହିଛି । କାରଣ ମା’ଟେ ଗର୍ଭରେ ଥିବା ପିଲାକୁ ନ ଦେଖି ମଧ୍ୟ ପ୍ରେମ କରିଥାଏ ।
  • ପିଲାଦିନେ ଛୋଟ ଖଣ୍ଡିଆଟିଏ ହେଲେ ,ମା’ହିଁ ପ୍ରଥମେ ସେହି ସ୍ଥାନକୁ ଫୁଙ୍କି ଦେଇଥାଏ । ଏହା ଠାରୁ ଆଉ ଅଧିକ ମରମପଟି କ’ଣ ବା ଦରକାର ?

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help