Home / Horoscope / ସିଲିଣ୍ଡରକୁ ନେଇ ସତର୍କତା !

ସିଲିଣ୍ଡରକୁ ନେଇ ସତର୍କତା !

ଅଘଟଣ କେଉଁ ସମୟରେ ଘଟିବ,ତାହାର ଅବା ପୂର୍ବାନୁମାନ କିଏ କରିପାରିବ ? ହେଲେ ପ୍ରତ୍ୟେକ ଏଭଳି ପରିସ୍ଥିତିକୁ ସଚେତନ ରହିବା ଜରୁରୀ  । ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଲେ ,କ’ଣ  କରିବେ ? କାରଣ ଏଭଳି ପରିସ୍ଥିତିକୁ ଆୟତ୍ତ କରିବା ଏତେଟା ସହଜ ନୁହେଁ । ତେବେ ଯଥେଷ୍ଟ ଦୂରତାରେ ରହି ବିଭିନ୍ନ ପଦକ୍ଷେପ ନେଇପାରିବେ ।

  • ପ୍ରଥମ କଥା ,ଗ୍ୟାସ ସିଲିଣ୍ଡର ପାଖରେ କୌଣସି ଜିନିଷ ରଖନ୍ତୁ ନ।ହିଁ  । ଏହା ଦ୍ଵାରା ନିଆଁ ଲାଗିଲେ ଅଧିକ ଅସୁବିଧା ଉପୁଜିଥାଏ । ଏଣୁ ସିଲିଣ୍ଡର ପାଖରୁ ସମସ୍ତ ବ୍ୟବହାର୍ଯ୍ୟ ଜିନିଷ ବାହାର କରି ଯଥେଷ୍ଟ  ବ୍ୟବଧାନରେ ରଖିବା ଉଚିତ ।
  • ସିଲିଣ୍ଡରରେ ନିଆଁ ଲାଗିଲେ ତୁରନ୍ତ ଉପାୟ ପାଞ୍ଚାନ୍ତୁ । କାରଣ କିଛି ମୁହୂର୍ତ୍ତରେ ବିସ୍ଫୋରଣ ହୋଇପାରେ । ଏଣୁ ଏକ ବଡ ଚାଦର ପାଣିରେ ଭିଜାଇ ପୂରା ଗ୍ୟାସ ସିଲିଣ୍ଡରକୁ ଆବୃତ କରିବାକୁ ଚେଷ୍ଟା କରନ୍ତୁ । କେବଳ ଏହି ଉପାୟରେ ହିଁ ସିଲିଣ୍ଡରରେ ନିଆଁ ଲାଗିବାକୁ ଏଡାଇ ହେବ । ତେବେ ଖୁବ ସତର୍କତାର ସହ ଏହି ପଦକ୍ଷେପ ନେବାକୁ ପଡିବ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help