Home / Indian Epic / ଅଯଥା ବେଶି କଥା କହିବା ଉଚିତ ନୁହେଁ କାରଣ କ’ଣ ?

ଅଯଥା ବେଶି କଥା କହିବା ଉଚିତ ନୁହେଁ କାରଣ କ’ଣ ?

ଅଧିକ କଥା କହିବା ଦ୍ଵାରା ଶ୍ଵାସ କ୍ରିୟା ଉପରେ କୁପ୍ରଭାବ ପଡେ । ଯାହାଦ୍ୱାରା ମନୁଷ୍ୟ ଦୁର୍ବଳ ଅନୁଭବ କରେ । ପୁଣି ଅଧିକ ଏବଂ ଅଯଥା ବେଶି କଥା ଯେଉଁମାନେ କହନ୍ତି ସେମାନଙ୍କର ଗୁରୁତ୍ଵପୂର୍ଣ୍ଣ କଥା ମଧ୍ୟ ଲୋକମାନେ ବିଶ୍ଵାସ କରନ୍ତି ନ।ହିଁ   । ଯେତେ କଥା କମ କହିବ ଶରୀର ସୁସ୍ଥ ରହିବ । ସେଥିପାଇଁ ଅଯଥା ବକବକ ହେଲେ ଲକ୍ଷ୍ମୀ ଛଡା ବୋଲି କୁହନ୍ତି ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help