Home / Indian Epic / ଚିନ୍ତା କଲେ ଶରୀର ଦୁର୍ବଳ ହେବା କାରଣ କ’ଣ ?

ଚିନ୍ତା କଲେ ଶରୀର ଦୁର୍ବଳ ହେବା କାରଣ କ’ଣ ?

ପ୍ରବାଦ ଅଛି ଚିନ୍ତା ଖାଏ ଗଣ୍ଡି ,ଲୁଣ ଖାଏ ହାଣ୍ଡି । ଯଥାର୍ଥରେ ତାହାହିଁ ହୁଏ । ଅଧିକ ଚିନ୍ତା କଲେ ଖାଦ୍ୟ ହଜମ ଶକ୍ତି ଉପରେ ପ୍ରଭାବ ପଡେ । ଖାଦ୍ୟ ଠିକ ରୂପେ ହଜମ ହୁଏ ନ।ହିଁ   । ଯାହାଦ୍ୱାରା ଖାଇବାକୁ ମଧ୍ୟ ଇଚ୍ଛା ହୁଏ ନ।ହିଁ  ଏବଂ ଶରୀର ଦୁର୍ବଳ ହୋଇଯାଏ । ମନୁଷ୍ୟ ରୋଗ କ୍ରାନ୍ତ ହୋଇପଡେ । ଏଣୁ ଚିନ୍ତା କଲେ ମନୁଷ୍ୟ ଶରୀର ଦୁର୍ବଳ ହୋଇଯାଏ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help