Home / Food & Travel / ଛେନା ସ୍ୟାଣ୍ଡଉଇଚ

ଛେନା ସ୍ୟାଣ୍ଡଉଇଚ

ସାମଗ୍ରୀ – ୧ଟା ବଡ ସାଇଜର ବ୍ରେଡ ,୨କପ ଶୁଖିଲା ଛେନା ,୧ଟା ବଡ ପିଆଜ ,କଞ୍ଚା ଲଙ୍କା ,ଅଦା ,ଧନିଆ ପତ୍ର ,ଗୋଲମରିଚ ଗୁଣ୍ଡ ,ଟମାଟୋ ସସ ,ଘିଅ ।

ପ୍ରଣାଳୀ – କଡେଇ ଚୂଲିରେ ବସାଇ କଟା ପିଆଜ ,ଅଦା , ଲଙ୍କା ,ଘିଅରେ ଭାଜିବେ । ତାପରେ ଛେନା ପକାଇ ଗୋଳାଇ ଦେବେ । ଲୁଣ,ଟମାଟୋ ସସ ,ଗୋଲମରିଚ ଗୁଣ୍ଡ ,ପକାଇ ଭାଜି ରଖିବେ । ଦୁଇଟି ପିସ ମଝିରେ ଏହି ଛେନା ପୁରକୁ ଦେଇ ଟୋଷ୍ଟରରେ ଘିଅ ଦେଇ ସ୍ୟାଣ୍ଡଉଇଚ ତିଆରି କରି ଟମାଟୋ ସସ ସହିତ ଖାଆନ୍ତୁ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help