Home / Food & Travel / ନଡିଆ ହଳୁଆ

ନଡିଆ ହଳୁଆ

ସାମଗ୍ରୀ – ନଡିଆ କୋରା ୨କପ ,୨କପ କ୍ଷୀର ,୧କପ ଚିନି ,ବସୁମତୀ ଅରୁଆ ଚାଉଳ ଅଧକପ ,ଗୁଆ ଘିଅ ,କାଜୁ ,ଗୁଜୁରାତି ।

ପ୍ରଣାଳୀ – ଅରୁଆକୁ ପୂର୍ବରୁ ଭିଜାଇ ,ନଡିଆ କୋରା ସହିତ ବାଟି ଦିଅନ୍ତୁ । କଡେଇରେ ଘିଅ ପକାଇ କାଜୁ ଦେଇ ଚାଉଳ ନଡିଆ ବଟ।ରେ  ୧କପ ପାଣି ଦେଇ କମ  ଆଞ୍ଚରେ ଭାଜି ନିଅନ୍ତୁ ,ଘାଣ୍ଟି ଦିଅନ୍ତୁ ନଚେତ ଲାଗିଯାଇ ପାରେ । ପନ୍ଦର ମିନିଟ ପରେ କ୍ଷୀର ମିଶାଇ ଦିଅନ୍ତୁ । ଚିନି ପକାନ୍ତୁ । ସବୁ ମିଶିବା ପରେ କାଜୁ ,ଗୁଜୁରାତି ଗୁଣ୍ଡ ପକାଇ ଥଣ୍ଡା କରି ଫ୍ରିଜରେ ରଖନ୍ତୁ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help