Home / Food & Travel / ସାଗୁ କଟଲେଟ

ସାଗୁ କଟଲେଟ

ସାମଗ୍ରୀ – ସାଗୁ ଦାନା ୧୦୦ଗ୍ରା ,ଆଳୁ ୧୦୦ଗ୍ରା ,ଚିନାବାଦାମ ମଞ୍ଜି ,ପିଆଜ ,ଲଙ୍କା ,ଅଦା ,କଟା ।

ପ୍ରଣାଳୀ – ଘଣ୍ଟାଏ ପୂର୍ବରୁ ସାଗୁଦାନା ଭିଜାଇ ଦେବେ । ଆଳୁ ସିଝାଇ ଚକଟି ଦେବେ । ଭିଜା ସାଗୁକୁ ପାଣିରେ ଛାଣି ଆଳୁ ସାଙ୍ଗରେ ଚକଟି ଦେବେ । ଲୁଣ ପକାଇ କଟା ପିଆଜ ଓ ଅନ୍ୟସବୁ ଏକାଠି ଚକଟି ଲମ୍ବ ବା ଗୋଲ ଆକୃତିରେ ଗଢି ,ସୁଜି ଓ ପୋସ୍ତ ବିଛାଇ ଗଡାଇ ଛାଣି ଦେବେ । ଟମାଟୋ ଓ ଚିଲି ସସ ସହିତ ଖାଇବେ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help