Home / Food & Travel / ଛେନା ପରଟା

ଛେନା ପରଟା

ସାମଗ୍ରୀ – ଅଟା ୫୦୦ଗ୍ରା,୨୫୦ଛେନା ,ପିଆଜ ,ଲଙ୍କା ,ଅଦା ,ଧନିଆ ପତ୍ର ,ଗରମ ମସଲା ,ଘିଅ ।

ପ୍ରଣାଳୀ – ଅଟାକୁ ଘିଅ ଘସି ଚକଟି ଦେବେ । କିଛି ସମୟ ରଖିଦେବେ । ଛେନାରୁ ଭଲରେ ପାଣି ନିଗାଡି ଦିଅନ୍ତୁ । ଲୁଣ ପକାଇ ଚକଟି ଦିଅନ୍ତୁ । ପିଆଜ ,ଅଦା,କଞ୍ଚାଲଙ୍କା ,ଧନିଆ ପତ୍ର କଟା ,ଗରମ ମସଲା ଗୁଣ୍ଡ ଗୋଳାଇ ଗୋଲାଟିଏ ମାନ କରନ୍ତୁ । ଅଟାକୁ ମଣ୍ଡାପିଠା ଖୋଳ ପରିକରି ଏଥିରେ ଛେନାପୁର ଦେଇ ମୁହଁ ବନ୍ଦ କରନ୍ତୁ । ଧୀରେ ଧୀରେ ବେଲି ଗୋଲ ଗୋଲ ପରଟା କରି ଘିଅରେ ସେକି ନିଅନ୍ତୁ । ଆଚାର କିମ୍ବା ଚଟଣି ସହିତ ଖାଆନ୍ତୁ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help