Home / Food & Travel / ପୁରନ ପୋଲି

ପୁରନ ପୋଲି

ହରଡ ଡାଲିକୁ ଲୁଣ ହଳଦୀ ପକାଇ ସିଝାଇ ଦେବେ । ଭଲକରି ସିଝାଇ ବହଳିଆ ଅବସ୍ଥାରେ ଚିନି ପକାଇ ଘାଣ୍ଟି ଦେବେ ଶୁଖିଲା ହୋଇଗଲେ ଗୋଲମରିଚ ଓ ଅଳେଇଚ ଗୁଣ୍ଡ ପକାଇ ,ଗୁଳାଟି ମାନ  କରିବେ ।

ଅଟା ଚକଟି ରୁଟି ପରି ଗୋଲ କରିବେ । ଖୋଳ କରି ଏହି ଡାଲି ପୁରକୁ ଭର୍ତ୍ତି କରି ମୁହଁ ବନ୍ଦ କରିବେ ଓ ବେଲି ଦେବେ । ତାୱାରେ ଘିଅ ଦେଇ ସେକି ଦେବେ । ଦହି କିମ୍ବା ପୋଦିନା ଚଟଣି ସହ ଖାଆନ୍ତୁ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help