Home / Food & Travel / ବନ୍ଧାକୋବି ପକୋଡି

ବନ୍ଧାକୋବି ପକୋଡି

ବନ୍ଧାକୋବି ସରୁ ସରୁ କଟିବେ ,ପିଆଜ ,ଅଦା ,ଲଙ୍କା ,ଧନିଆ ପତ୍ର , କାଟି ରଖିବେ । ବେସନ ରେ ୨ଚାମଚ ସୁଜି କିମ୍ବା ଚାଉଳ ଚୂନା ମିଶାଇ ଫେଣ୍ଟି ଦେବେ । ସୋଡା ଟିପେ ମିଶାଇ କଟା ହୋଇଥିବା ବନ୍ଧା କୋବିକୁ ଗୋଳାଇ ରିଫାଇନରେ ଛାଣିବେ । ଟମାଟୋ ସସ ସହିତ ଖାଇବେ । କଞ୍ଚା ପିଆଜ ସରୁ ସରୁ କାଟି ଦେଇ ପାରନ୍ତି ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help