Home / Indian Epic / ସ୍ନାନ ପରେ ଫଳାହାର ଉଚିତ ନୁହେଁ କାହିଁକି ?

ସ୍ନାନ ପରେ ଫଳାହାର ଉଚିତ ନୁହେଁ କାହିଁକି ?

ସ୍ନାନ କରିବା ଦ୍ୱାରା କେବଳ ଯେ ଆମର ବାହାର ଆଙ୍ଗ ପ୍ରତ୍ୟଙ୍ଗ ପରିଷ୍କାର ହୁଏ ତା ନୁହେଁ । ସ୍ନାନ ଦ୍ୱାରା ଅଭ୍ୟନ୍ତର ମଧ୍ୟ ପ୍ରଭାବିତ ହୁଏ । ଦେହରେ ବିଭିନ୍ନ ଗ୍ରନ୍ଥୀ ଗୁଡିକରୁ ଗ୍ରନ୍ଥରସ କ୍ଷରଣ ହୁଏ । ପାକସ୍ଥଳୀରେ ମଧ୍ୟ ସୃଷ୍ଟି ହୁଏ । କେତେକ ଫଳ ଅମ୍ଳ ସୃଷ୍ଟି ହେବ । ଯାହାକି ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ । ତେଣୁ ସ୍ନାନ ପରେ ଫଳାହାର କରିବା ଉଚିତ ନୁହେଁ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help