Home / Odisha / କଲିକତା ସେକ୍ସ ଆଡ୍ଡାରୁ ଗିରଫ ପରେ ଜାମିନରେ ଆସିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

କଲିକତା ସେକ୍ସ ଆଡ୍ଡାରୁ ଗିରଫ ପରେ ଜାମିନରେ ଆସିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

କିଛି ଘଣ୍ଟା ନିଖୋଜ ରହିବା ପରେ ପୂର୍ବତନ BJD ବିଧାୟକ ରବି ନନ୍ଦଙ୍କ ନିଖୋଜ ରହସ୍ୟ କଲିକତା ମିଡିଆ ଦ୍ଵାରା ଉନ୍ମୋଚିତ ହେଲା ।ବାସ୍ତବରେ ସେ ନିଖୋଜ ନୁହ୍ନେ ବରଂ ଏକ ସେକ୍ସ ଆଡ୍ଡାରୁ ଗିରଫ ହେଲାପରେ ବେଲରେ ଆସିଲେ । କୋଲକାତା ପାର୍କ ଷ୍ଟ୍ରିଟର ଏବାଉଟ୍ ଫ୍ୟାମିଲି ସ୍ପାରେ ପୋଲିସ ଚଢାଉ ବେଳେ ନବୀନଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଆଜି ଜାମିନରେ ମୁକୁଳିଛନ୍ତି ନବୀନ । ନବୀନ ନନ୍ଦଙ୍କ ସମେତ ୧୮ଜଣ ଗ୍ରାହକ ଓ ୯ଜଣ ଦେହଜୀବୀଙ୍କୁ ଗିରଫ କରିଥିଲା ପୋଲିସ । ଜାମିନରେ ମୁକୁଳିବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ, ଦୁର୍ବୃତ୍ତମାନେ ତାଙ୍କ ପର୍ସ ଛଡାଇ ନେଇ ସ୍ପା ଭିତରକୁ ପଶିଯାଇଥିଲେ । ତେଣୁ ପର୍ସ ଆଣିବା ପାଇଁ ସେ ଦୁର୍ବୃତ୍ତଙ୍କ ପଛରେ ସ୍ପା ଭିତକୁ ପ୍ରବେଶ କରିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଏହି ସମୟରେ ପୋଲିସ ରେଡ୍ କରି ଗିରଫ କରିନେଇଥିଲା ବୋଲି ଗଣମାଧ୍ୟମକୁ କହିଛନ୍ତି ନବୀନ ନନ୍ଦ ।

ନବୀନ ନନ୍ଦ ଏହାକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି ନିଜର ପ୍ରତିକ୍ରିୟରେ ବିଭିର୍ନ ଗଣମାଧ୍ୟମକୁ କହିଛନ୍ତି ।

 

 

 

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help