Home / Indian Epic / ସ୍ଵାମୀ ଠାରୁ ସ୍ତ୍ରୀର ବୟସ ବେଶି ନ ହେବାର କାରଣ କ’ଣ ?
Siddharth and Divya as a married couple

ସ୍ଵାମୀ ଠାରୁ ସ୍ତ୍ରୀର ବୟସ ବେଶି ନ ହେବାର କାରଣ କ’ଣ ?

ସାଧାରଣତଃ ଆମଦେଶରେ ଅଧିକ ବୟସର ପୁରୁଷ ସହିତ କମ ବୟସର ସ୍ତ୍ରୀ ମାନେ ବିବାହ କରିବାର ପ୍ରଥା ରହିଛି । କାରଣ ଆମ ସମାଜରେ ପୁରୁଷ ,ପରିବାରର ମୁଖ୍ୟ ହୋଇଥାଏ । ଅଧିକ ବୟସର ସ୍ତ୍ରୀ ବିବାହ କଲେ ହୁଏତ ପୁରୁଷର କଥା ମାନି ନ ପାରେ କିମ୍ବା ପୁରୁଷକୁ ଉପଯୁକ୍ତ ସମ୍ମାନ ଦେଇ ନ ପାରେ । ପୁଣି ପୁରୁଷର ପ୍ରାୟ ୫୫ ବର୍ଷରୁ ୬୦ ବର୍ଷ ପର୍ଯ୍ୟନ୍ତ ଓ ସ୍ତ୍ରୀର ୪୫ ବର୍ଷରୁ ୫୦ ବର୍ଷ ପର୍ଯ୍ୟନ୍ତ ଯୌନ କ୍ଷମତା ରହେ । ସ୍ତ୍ରୀର ବୟସ ଅଧିକ ହେଲେ ଯୌନ ସୁଖରେ ବିଭ୍ରାଟ ହେବାର ଆଶଙ୍କା ଥାଏ । ସ୍ତ୍ରୀର ଅତିଶୀଘ୍ର ସୌନ୍ଦର୍ଯ୍ୟ  ମଧ୍ୟ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ । ଫଳରେ ଦାମ୍ପତ୍ୟ ଜୀବନରେ ସୁଖମୟ ହୋଇ ନ ପାରେ । ଏହିସବୁ କାରଣ ଯୋଗୁ ସ୍ଵାମୀ ଠାରୁ ସ୍ତ୍ରୀର ବୟସ କମ ଥାଇ ବିବାହ କରାଯାଏ ।

About Ajirakhabar

Check Also

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ …

Leave a Reply

Your email address will not be published. Required fields are marked *

Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help