Home / National

National

ଦୁଇ ଶହ ଟଙ୍କାରେ ବନ୍ଧା ପଡିଛି ବିଶ୍ଵର ବୃହତ ଗଣତନ୍ତ୍ର !!!!

ସ୍ଥାନ ଦେବଗଡ ବିଧାନସଭା କ୍ଷେତ୍ରର ରିଆମାଳ ବ୍ଲକ । ରାତ୍ର ଦଶଟା,ଗୋଟିଏ ରାଜନୈତିକ ଦଳର ଇଲେକଶନ ମ୍ୟାନେଜର ମାନଙ୍କ ଭିତରେ ହାହାକାର ବ୍ୟାପିଗଲା କାରଣ ସବୁ ପଂଚାୟତ ପାଇଁ ପଇସା ବଣ୍ଟା ହେଇ ପାରିଲା ନାହିଁ । ଆଠଟି ପଂଚାୟତ ବାକି ରହିଗଲା !! ସକାଳ ସୁଦ୍ଧା ଭୋଟ ପିଛା ଦୁଇଶହ ଟଙ୍କା ନଦେଲେ ଭୋଟ ସବୁ ବିରୋଧୀ ଦଳକୁ ଚାଲିଯିବ । ବିରୋଧୀ ଗୋଷ୍ଠୀ ଗତ କାଲିଠାରୁ ଦୁଇଶହ …

Read More »

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ କକ୍ଷରେ କମ୍ପାନୀର ବିଶ୍ବାସନୀୟତାର ପ୍ରମାଣ ସ୍ୱରୂପ ISO-ISI ଇତ୍ୟାଦିର ପ୍ରମାଣପତ୍ର ସବୁ କାନ୍ଥରେ ଟଙ୍ଗା ହେଇଥାଏ ।ବିଗତ ପାଞ୍ଚବର୍ଷ ଧରି BJPର ବିଶ୍ଵସନୀୟତାର ISO ଏବଂ ISI  ପ୍ରମାଣପତ୍ର ହେଉଛି ମୋଦୀ ପରିବାରର ଗରିବୀ ।ମୋଦୀ ତାଙ୍କ ପରିବାରକୁ ଗରିବ କରି ରଖିଛନ୍ତି କାରଣ ସମବେଦନା ସାଉଁଟିବା ପାଇଁ …

Read More »

ଭାରତର ପ୍ରଧାନ ମନ୍ତ୍ରୀଙ୍କ ଗରିମା କଣ ଚା’ ବାଲା ଆଉ ଚୌକିଦାର ରେ ସୀମିତ !!!!!!

ଯେତେବେଳେ ନରସିଂହ ରାଓ ଭାରତର ପ୍ରଧାନମନ୍ତ୍ରୀ ହେଲେ ସମଗ୍ର ବିଶ୍ଵ ତାଙ୍କୁ ଜଣେ ବିଦ୍ଵାନ ବ୍ୟକ୍ତି ଭାବରେ ଚିତ୍ରଣ କଲା,ତାଙ୍କ ବୁଦ୍ଧିମତ୍ତା ଏବଂ ବିଚକ୍ଷଣ କୂଟନୈତିକ ଦୁରଦୃଷ୍ଟିକୁ ସମଗ୍ର ବିଶ୍ଵ ପ୍ରଶଂସା କରି ଜଣେ ଭଲ ପ୍ରଧାନମନ୍ତ୍ରୀ ବୋଲି ବ୍ୟାଖ୍ୟା କଲା ।ଭାରତର ମିଡିଆ ନରସିଂହ ରାଓଙ୍କୁ ବହୁଭାଷାବିତ ତଥା ତାଙ୍କର ବିଶାଳ ଗ୍ନ୍ୟାନ ସମ୍ପର୍କରେ ଆଲୋଚନା କଲା ।ଯେତେବେଳେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ହେଲେ ଏହି କେମ୍ବ୍ରିଜ ପ୍ରଶିଖିତ …

Read More »

ଏବେ LPG ଅଛି !!!!! ରୋଗ ନାହିଁ!!!!!!!

ଏହି ବିଚିତ୍ର ଦୁଇ ଧାଡି ମାଧ୍ୟମରେ ମୋଦୀ ସରକାରଙ୍କ ଯାଦୁକରି ଶାସନର ପ୍ରଚାର କରିବା ପାଇଁ ଦେଶର ତୈଳ କମ୍ପାନୀ ମାନେ ନିର୍ବାଚନ ସମୟରେ ପ୍ରାୟ ତିନିଶହ କୋଟି ଟଙ୍କାର ବିଜ୍ଞାପନ ଖର୍ଚ କରୁଛନ୍ତି ବୋଲି ଏକ ତଥ୍ୟ ପଦାକୁ ଆସିଛି । ତୈଳ କମ୍ପାନୀର ଟଙ୍କା ଏବଂ ପେଟ୍ରୋଲ ପମ୍ପ ଅଞ୍ଚଳକୁ ରାଜନୈତିକ ଉଦେଶ୍ୟରେ ପ୍ରଥମଥର ପାଇଁ ଏତେ ପରିମାଣରେ ବ୍ୟବହାର କୁ ଦେଶର ପେଟ୍ରୋଲ ପମ୍ପ ଗିଲ୍ଡ …

Read More »

ରାଜ୍ୟ ସରକାର ବଦଳିବା ଦରକାର !!!! BJP ନିଜ ଗାତରେ ନିଜେ ପଡିବାକୁ ଯାଉଛି !!!!!

2019 ଓଡିଶା ବିଧାନସଭା ନିର୍ବାଚନ ପାଇଁ BJPର ସ୍ଲୋଗାନ ହେଉଛି ରାଜ୍ୟ ସରକାର ବଦଳିବା ଦରକାର ।ଗଣତନ୍ତ୍ରରେ ସରକାର ବଦଳେଇବା ଏକ ପାରମ୍ପରିକ ବିଚାର ।ତେବେ ଏହି ସ୍ଲୋଗାନଟି BJP ପାଇଁ ଆତ୍ମଘାତୀ ହେବକି??ଯଦି ସରକାର ବଦଳିବା ଦରକାର ତାହେଲେ ଆସିବ କିଏ ???କେବଳ ରାଜ୍ୟ କାହିଁକି,କେନ୍ଦ୍ର କାହିଁକି ନୁହେଁ ?ଏହି ପ୍ରଶ୍ନ BJPକୁ ଓଡିଶାରେ ଅସୁବିଧାରେ ପକେଇ ପାରେ । BJP ପ୍ରଶ୍ନ କରୁଛି BJDର 19 ବର୍ଷର …

Read More »

“ଏ ସରକାର ବଦଳିବା ଦରକାର” BJPର ୨୦୧୯ ସ୍ଲୋଗାନ !!!!!

Satyabrata Dwibedy,Editor. ନିଶ୍ଚିତ ଭାବରେ ୧୯ ବର୍ଷର ସରକାର ବଦଳିବା ପ୍ରସଙ୍ଗ ଉଠିଲେ ଏହା ଏକ ଗଣତାନ୍ତ୍ରିକ ଆବଶ୍ୟକତା ବୋଲି ମନେ ହୁଏ,ତେଣୁ ଏହି ଦାବୀକୁ କେହି ଅସ୍ଵୀକର କରି ପାରିବେ ନାହିଁ ।କିନ୍ତୁ ପ୍ରସଙ୍ଗ ରହିଛି ବିକଳ୍ପ ।ଯେଉଁ ମାନେ ଆଜି ରାଜ୍ୟକୁ ପରିବର୍ତନର ସ୍ଲୋଗାନ ଦଉଛନ୍ତି ସେମାନେ ମଧ୍ୟ ପ୍ରମାଣିତ କରିବା ଦରକାର ଯେ ନିଷ୍ଠାପର ଭାବରେ ସେମାନେ  ରାଜ୍ୟ ପାଇଁ ବିକଳ୍ପ ନେତୃତ୍ଵ ସୃଷ୍ଟି କରିଛନ୍ତି …

Read More »

ଭଗବାନଙ୍କ ମୋଦୀ ଅବତାର !!!!!!!

ମୋଦୀ………ମୋଦୀ………..ମୋଦୀ………….ମୋଦୀ,ବଜେଟ ଅଧିବେଶନ ବେଳେ ସଂସଦରେ କ୍ରମାଗତ ଭାବରେ ଚାଲିଥାଏ ଚାଟୁକାର ମାନଙ୍କ ଦ୍ଵାରା ହାସ୍ୟାସ୍ପଦ ମୋଦୀଚାଳିଶା ।ମୋଦୀଙ୍କୁ ଏହି ଚାଟୁକାରିତା ଭାରି ଆମୋଦିତ କରେ ତେଣୁ ତାଙ୍କର ବିଶ୍ଵସ୍ତ ଚାଟୁକାର ମାନେ ଏସବୁ event ର ବ୍ୟବସ୍ଥା କରନ୍ତି । ଅତୀତରେ ଭାରତର କେଉଁ ପ୍ରଧାନମନ୍ତ୍ରୀ ମଧ୍ୟ ସଂସଦ ମଧ୍ୟରେ ନିଜ ଚାଟୁକାର ମାନଙ୍କୁ ଏପରି ବିତ୍ପାତ ହବାକୁ ସୁଯୋଗ ଦେଇନଥିଲେ ବା ପ୍ରୋଶ୍ଚାହିତ କରି ନଥିଲେ । ଏହାର …

Read More »

SC/ST ଛାତ୍ରବୃତ୍ତି ପ୍ରସଙ୍ଗରେ ନବୀନ ସରକାର ବିରୁଦ୍ଧରେ ଚାଲିଛି BJPର ଗୋପନ ଷଡଯନ୍ତ୍ର !!!!

ଆରକ୍ଷଣ ମାଧ୍ୟମରେ ଚାକିରି ଆମ ଦେଶରେ ପ୍ରାୟ ସ୍ଵପ୍ନ ହେଇଗଲାଣି ।ଆଦିବାସୀ ହରିଜନ ମାନଙ୍କ ଏବେ ସବୁଠାରୁ ବଡ ଭରସା ହଉଛି ଶିକ୍ଷା ପାଇଁ ତାଙ୍କ ପିଲାଙ୍କୁ ମିଳୁଥିବା ଛାତ୍ରବୃତ୍ତି ।ପୂର୍ବରୁ ଆମ ରାଜ୍ୟରେ ଜାନୁୟାରୀ ପ୍ରଥମ ସପ୍ତାହରେ ଏହି ବୃତ୍ତି ବିଦ୍ୟାର୍ଥୀ ମାନଙ୍କ ବ୍ୟାଙ୍କ ଖାତାକୁ ଆସିଯାଉଥିଲା ଫଳରେ ସେମାନେ ଶିକ୍ଷାନୁଷ୍ଠାନକୁ ଯଥା ସମୟରେ ଫିସ ଭରି ପାରୁଥିଲେ ଏବଂ ନିଜ ହାତଖର୍ଚ ପାଇଁ ମିଳୁଥିବା ଟଙ୍କାରେ ପଢିପାରୁଥିଲେ …

Read More »

ପୁନଶ୍ଚ ପଦ୍ମ ତିରସ୍କାର !!!!

୨୦୧୬ ମସିହାରେ ଓଡିଶାର ଜଣେ କେହି ନୀଳମାଧବ ପଣ୍ଡା ଯେତେବେଳେ ପଦ୍ମ ପୁରସ୍କାର ପାଇଲେ ସେତେବେଳେ ଜଣେ ପ୍ରତିଷ୍ଠିତ ଖବରକାଗଜ ସମ୍ପାଦକ ପଦ୍ମ ପୁରସ୍କାରକୁ ତିରସ୍କାର ବୋଲି ଉଲ୍ଲେଖ କଲେ ।ବାସ୍ତବରେ ଏହା ଓଡିଶାର କଳା ଜଗତକୁ ଏକ ତିରସ୍କାର ଥିଲା କାରଣ ସେ ଯାଏ ଓଡିଶାର କିମ୍ବଦନ୍ତୀ ଚଳଚିତ୍ର ବ୍ୟକ୍ତିତ୍ଵ ପ୍ରଶାନ୍ତ ନନ୍ଦ,ଶିଶିର ମିଶ୍ର,ସାଧୁ ମେହେର,ଅକ୍ଷୟ ମହାନ୍ତି ଆଦି ପଦ୍ମ ପୁରସ୍କାର ପାଇ ନଥିଲେ ।ବୋଧେ ସରକାରଙ୍କୁ ଲାଜ …

Read More »

ଜଣେ ଚା’ ବାଲା ନା କେମ୍ବ୍ରିଜ ପ୍ରଶିକ୍ଷିତ ଅର୍ଥନୀତିଜ୍ଞ୍ନ, କିଏ ଆମର ଆଦର୍ଶ ହେବା ଉଚିତ ????

ମନମୋହନ ସିଂ ସମ୍ଭ୍ରାନ୍ତ ଶିଲ୍ପପତିର ଦାୟାଦ ଭାବରେ କେମ୍ବ୍ରିଜ ବା Oxford ପଢିବାକୁ ଯାଇ ନଥିଲେ,ସେ ମଧ୍ୟ ନିଜ ଗରିବୀକୁ ବିଗ୍ନ୍ୟାପିତ କରୁଥିବା ନରେନ୍ଦ୍ର ମୋଦୀ ପରି ଜଣେ ଗରିବ ଭାରତୀୟ ଥିଲେ,ହେଲେ ତାଙ୍କ ପ୍ରତିଭା ତାଙ୍କୁ ସୁଯୋଗ ଦେଇଥିଲା ବିଦେଶରେ ଉଚଶିକ୍ଷା ଲାଭ କରି ଭାରତକୁ ଗୌରବାନ୍ଵିତ କରିବା ପାଇଁ ।ସମଗ୍ର ବିଶ୍ଵ ଯେତେବେଳେ ତାଙ୍କୁ ପ୍ରଖ୍ୟାତ ଅର୍ଥନୀତିଗ୍ନ୍ୟ ବୋଲି ସମ୍ମାନ କରେ ସେତେବେଳେ ଭାରତୀୟ ମାନେ ତାଙ୍କୁ …

Read More »
Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help