Home / World

World

Et ullamcorper sollicitudin elit odio consequat mauris, wisi velit tortor semper vel feugiat dui, ultricies lacus. Congue mattis luctus, quam orci mi semper

ମୋଦୀଙ୍କ ଡବଲ ଇଞ୍ଜିନ ଏବଂ ନବୀନଙ୍କ ରହସ୍ୟମୟ ସାଲିସ !!!!

Satyabrata Dwibedy,Editor ନିର୍ବାଚନ ପୂର୍ବର ମାହୋଲ ବଦଳିଗଲା ।BJPର ଦାମ୍ଭିକ ମିଶନ-120 ମାତ୍ର 23 ରେ ଅଟକିଗଲା ।ପ୍ରକାରାନ୍ତରେ ଓଡିଶାବାସୀ BJPକୁ ପ୍ରତ୍ୟାଖ୍ୟାନ କଲେ ଏବଂ ନବୀନଙ୍କ ଉପରେ ପୂର୍ବାପେକ୍ଷା ଅଧିକ ସଂଖ୍ୟା ଦେଇ ଭରସା କଲେ ।BJP ହେଲା ମୁଖ୍ୟ ବିରୋଧୀ ଦଳ ।ପୂର୍ବରୁ କଂଗ୍ରେସ ଥିଲା ରାଜ୍ୟର ପ୍ରମୁଖ ବିରୋଧୀ ଦଳ,କିନ୍ତୁ କ୍ରମାଗତ ଭାବରେ ଏହି ଦଳ ଶାସକ BJD ନିକଟରେ ଆତ୍ମସମର୍ପଣ କରିବାର ଅନେକ ଦୃଷ୍ଟାନ୍ତ …

Read More »

ଆମ୍ବ-ନିଦ ଏବଂ ମୋଦୀ !!!!

ଲାଗେ କ୍ଷମତାର କ୍ଷୋଭ ଏବଂ ଲୋଭର ବିପକ୍ଷରେ ବିଶ୍ଵର କୌଣସି ଔଚିତ୍ୟ ପ୍ରତି ମୋଦୀଙ୍କ ପ୍ରତିବଦ୍ଧତା ନାହିଁ ।ଦେଶର ବୁଦ୍ଧିଜୀବୀ ତଥା ରାଜନୈତିକ ଦଳ ମାନେ ନିର୍ବାଚନ ଆୟୋଗ କୁ ମୋଦୀଙ୍କର ଧାରାବାହିକ ଆଚରଣ ବିଧି ଉଲଂଘନ ପାଇଁ ଦାୟୀ କରୁଛନ୍ତି,କିନ୍ତୁ ମୋ ମତରେ ଯେତେ ନିରପେକ୍ଷ ବ୍ୟକ୍ତି ହେଲେ ମଧ୍ୟ ମୋଦୀଙ୍କୁ ଦମନ କରି ପାରି ନଥାନ୍ତା କାରଣ କାରଣ ନିର୍ବାଚନର ଦୁଇ ମାସର ବ୍ୟବଧାନରେ କେମିତି ଧାରାବାହିକ …

Read More »

ଦୁଇ ଶହ ଟଙ୍କାରେ ବନ୍ଧା ପଡିଛି ବିଶ୍ଵର ବୃହତ ଗଣତନ୍ତ୍ର !!!!

ସ୍ଥାନ ଦେବଗଡ ବିଧାନସଭା କ୍ଷେତ୍ରର ରିଆମାଳ ବ୍ଲକ । ରାତ୍ର ଦଶଟା,ଗୋଟିଏ ରାଜନୈତିକ ଦଳର ଇଲେକଶନ ମ୍ୟାନେଜର ମାନଙ୍କ ଭିତରେ ହାହାକାର ବ୍ୟାପିଗଲା କାରଣ ସବୁ ପଂଚାୟତ ପାଇଁ ପଇସା ବଣ୍ଟା ହେଇ ପାରିଲା ନାହିଁ । ଆଠଟି ପଂଚାୟତ ବାକି ରହିଗଲା !! ସକାଳ ସୁଦ୍ଧା ଭୋଟ ପିଛା ଦୁଇଶହ ଟଙ୍କା ନଦେଲେ ଭୋଟ ସବୁ ବିରୋଧୀ ଦଳକୁ ଚାଲିଯିବ । ବିରୋଧୀ ଗୋଷ୍ଠୀ ଗତ କାଲିଠାରୁ ଦୁଇଶହ …

Read More »

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ କକ୍ଷରେ କମ୍ପାନୀର ବିଶ୍ବାସନୀୟତାର ପ୍ରମାଣ ସ୍ୱରୂପ ISO-ISI ଇତ୍ୟାଦିର ପ୍ରମାଣପତ୍ର ସବୁ କାନ୍ଥରେ ଟଙ୍ଗା ହେଇଥାଏ ।ବିଗତ ପାଞ୍ଚବର୍ଷ ଧରି BJPର ବିଶ୍ଵସନୀୟତାର ISO ଏବଂ ISI  ପ୍ରମାଣପତ୍ର ହେଉଛି ମୋଦୀ ପରିବାରର ଗରିବୀ ।ମୋଦୀ ତାଙ୍କ ପରିବାରକୁ ଗରିବ କରି ରଖିଛନ୍ତି କାରଣ ସମବେଦନା ସାଉଁଟିବା ପାଇଁ …

Read More »

ଓଡିଶା ବାସୀ ଏକ ଭୁଲ ରାଜନୈତିକ ନିଷ୍ପତ୍ତି ନବାକୁ ଯାଉଛନ୍ତି କି ??

କିମ୍ବଦନ୍ତୀ ରହିଛି ମହାଭାରତ ଯୁଦ୍ଧରେ ସେତେବେଳର ଓଡିଶା ଭୂଖଣ୍ଡ କୌରବ ପକ୍ଷ ଧରି ଥିଲା । ବୋଧ ହୁଏ ଓଡିଶା ବାସୀଙ୍କ ସେଇ ପୁରୁଣା ଅଭ୍ୟାସ ବଳବତ୍ତର ରହିଛି । ବିଗତ ତିନି ଦଶନ୍ଧିର ରାଜନୈତିକ ଜନାଦେଶକୁ ଅନୁଧ୍ୟାନ କଲେ ବୁଝାପଡେ ଓଡିଶା ବାସୀଙ୍କ ଭୁଲ ନିଷ୍ପତ୍ତି ରାଜ୍ୟର ବିକାଶରେ ବାଧକ ସାଜିଛି ।୧୯୯୬ରେ ଯେତେବେଳେ ବିଜୁ ପଟ୍ଟନାୟକ ଜାତୀୟ ସ୍ତରରେ ଏକ ନିର୍ନାୟକ ନେତୃତ୍ଵ ନେଉଥିଲେ ଏବଂ ସେତେବେଳେ …

Read More »

ବିକାଶର ଡବଲ ଇଞ୍ଜିନ କଣ ପାଇଁ ପ୍ରଥମେ ଲାଇନଚ୍ୟୁତ ହେଲା ତିନି BJP ଶାସିତ ରାଜ୍ୟରେ ??

ମୋଦୀ ଓଡିଶାର ବିକାଶ ପାଇଁ ଡବଲ ଇଞ୍ଜିନ ଦାବୀ କରୁଛନ୍ତି,ଅର୍ଥାତ କେନ୍ଦ୍ର ଏବଂ ରାଜ୍ୟରେ BJP ସରକାର ।ମୋଦୀ ଜଣେ ଭଲ ମାର୍କେଟିଅର ବୋଲି ବିଶାରଦ ମାନେ କୁହନ୍ତି । ତେବେ ଗଣତନ୍ତ୍ରରେ ସର୍ବଦା ରାଜ୍ୟ ଏବଂ କେନ୍ଦ୍ରରେ ଗୋଟିଏ ସରକାର ରହିବ ବୋଲି ଚିନ୍ତା କରିବା ଅଜତାର୍ଥ ।ଯଦି ସତରେ ବିକାଶ ପାଇଁ ଡବଲ ଇଞ୍ଜିନ ଦରକାର,ଏବଂ ମୋଦୀଙ୍କ ଦାବୀ ଅନୁସାରେ ଡବଲ ଇଞ୍ଜିନରେ ବିକାଶ ହୁଏ ତାହେଲେ  …

Read More »

ସୁନ୍ଦରଗଡ ଲୋକସଭାରେ BJDର ମହାଗଣିତରେ ଅସୁବିଧା ଭିତରକୁ ଯାଉଛନ୍ତି BJPର ହେଭିୱେଟ ମନ୍ତ୍ରୀ !!!

ଗତ ନିର୍ବାଚନରେ ଦୈବାତ ଜିତିଯାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,କୁହାଯାଏ ତାଙ୍କ ଜିତିବାରେ 2014ର ମୋଦୀ ଲହର ଯେତିକି ଗୁରୁତ୍ବପୂର୍ଣ ନଥିଲା ତା’ଠୁ ଅଧିକ ଭୂମିକା ଥିଲା ଦିଲ୍ଲୀପ ରାଏଙ୍କ ନିଜସ୍ଵ ଭୋଟ ବ୍ୟାଙ୍କ ।ଏଥର ଏହି ଭୋଟ ବ୍ୟାଙ୍କ ସମ୍ପୂର୍ଣ BJD ନିୟନ୍ତ୍ରଣରେ ।ତୃଣମୂଳ ସ୍ତରର ସ୍ଥିତି ଯାହା ଏହି ଲୋକସଭା କ୍ଷେତ୍ରରେ ଗୋଟିଏ ହେଲେ BJP ବିଧାୟକ ପ୍ରାର୍ଥୀ ଜିତିବା ଅସମ୍ଭବ,ଏପରିକି ଜୁଏଲଙ୍କ ନିଜ ବିଧାନସଭା କ୍ଷେତ୍ର ବଣେଇରେ …

Read More »

ବରଗଡରେ BJP ବିଭାଜିତ ଏବଂ RSS ନିଖୋଜ !!!!

ନିର୍ବାଚନ ଯେତେବେଳେ ଘୋଷଣା ହେଲା  ଓଡିଶାରେ BJPର ଏକ ସ୍ପଷ୍ଟ ଆସନ ଥିଲା ବରଗଡ ଲୋକସଭା ।ପାଞ୍ଚବର୍ଷ ସଂଗଠନକୁ ଅତି ସଫଳତାର ସହିତ ସମ୍ଭାଳି ଥିଲେ ସୁବାସ ଚୌହାନ । ଭୟରେ BJD ଦଳର ଶ୍ରେଷ୍ଟ ଯୋଦ୍ଧା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଲୋକସଭା ପ୍ରାର୍ଥୀ କଲା ଏବଂ ଖୋଦ ମୁଖ୍ୟମନ୍ତ୍ରୀ ବରଗଡ ଲୋକ ସଭାରୁ ବିଧାନସଭା ପ୍ରାର୍ଥୀ ହେଲେ । ତଥାପି BJPର ସ୍ଥିତି ଉତ୍ତମ ଥିଲା ।ଲଢାଇ ଜୋରଦାର ହେଇଥାନ୍ତା,କିନ୍ତୁ …

Read More »

କେନ୍ଦ୍ରୀୟ ଗୁଇନ୍ଦା ରିପୋର୍ଟ ପରେ BJP ଶିବିରରେ ହାହାକାର !!!

କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି ପ୍ରଥମ ପର୍ଯ୍ୟାୟରେ ହେଇଥିବା ପ୍ରାୟ ନବେଟି ଲୋକସଭା ଆସନ ନିର୍ବାଚନରେ BJP ଖୁବ ନୈରାଶ୍ୟଜନକ ପ୍ରଦର୍ଶନ କରିବ ।ଦଳ ଏହି ପର୍ଯ୍ୟାୟରେ ମାତ୍ର 10 ରୁ 11 ଟି ଆସନ ପାଇବ,ଏପରିକି BJPର ହେଭିୱେଟ ନେତା ନିତିନ ଗଡକରୀ ମଧ୍ୟ ହାରିଯିବାର ଆକଳନ କରାଯାଉଛି ।ଏହି ପର୍ଯ୍ୟାୟରେ ଓଡିଶାରେ ସମାପ୍ତ ହେଇଥିବା ଚାରୋଟି ଲୋକସଭା ଆସନ ମଧ୍ୟରୁ ଗୋଟିଏ ମଧ୍ୟ BJP ସପକ୍ଷରେ …

Read More »

ନବୀନଙ୍କ ରୋଡ ସୋ ପରେ ଆହୁରି ଶକ୍ତିଶାଳୀ ହେଲା BJD ସ୍ଥିତି !!!!

ପ୍ରଥମରୁ ବିଶାରଦ ମାନେ କହୁଥିଲେ ଏଥର ଜୁଏଲଙ୍କ ସ୍ଥିତି ଭଲ ନାହିଁ,କିନ୍ତୁ ଜୁଏଲ ଏବଂ BJP ରଣନୀତିକାର ମାନେ ଆଶା ରଖିଥିଲେ ପାକିସ୍ଥାନ ପ୍ରସଙ୍ଗ ସୁନ୍ଦରଗଡରେ ମଧ୍ୟ ଜୁଏଲଙ୍କୁ ସାହାଯ୍ୟ କରିବ ।ହୁଏତ ଏହା କିଛି ପରିମାଣରେ ସତ୍ୟ ମଧ୍ୟ ଥିଲା । କିନ୍ତୁ BJD ଜୁଏଲଙ୍କ ସବୁ ଗଣିତକୁ ବିଗାଡି ଦେଲା ।ପ୍ରାର୍ଥୀ ଚୟନରେ ଓଡିଶାର କିଛି ହାତଗଣତି BJDର ଶ୍ରେଷ୍ଠ ଚୟନ ଭିତରେ ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ …

Read More »
Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help