Recent Posts

ମୋଦୀ ଏବଂ ତାଙ୍କ ଗରିବୀର ISO-ISI ପ୍ରମାଣପତ୍ର !!!

ଗରିବୀର ପ୍ରମାଣ ପତ୍ର ମୋଦୀଙ୍କ ପାଇଁ ଏକ ଆଭୁଷଣ ।ଆମେ ଗୋଟିଏ କୋର୍ପୋରେଟ ଅଫିସକୁ ଗଲେ ଦେଖିବା ତାଙ୍କର ସ୍ଵାଗତ କକ୍ଷରେ କମ୍ପାନୀର ବିଶ୍ବାସନୀୟତାର ପ୍ରମାଣ ସ୍ୱରୂପ ISO-ISI ଇତ୍ୟାଦିର ପ୍ରମାଣପତ୍ର ସବୁ କାନ୍ଥରେ ଟଙ୍ଗା ହେଇଥାଏ ।ବିଗତ ପାଞ୍ଚବର୍ଷ ଧରି BJPର ବିଶ୍ଵସନୀୟତାର ISO ଏବଂ ISI  ପ୍ରମାଣପତ୍ର ହେଉଛି ମୋଦୀ ପରିବାରର ଗରିବୀ ।ମୋଦୀ ତାଙ୍କ ପରିବାରକୁ ଗରିବ କରି ରଖିଛନ୍ତି କାରଣ ସମବେଦନା ସାଉଁଟିବା ପାଇଁ …

Read More »

ଓଡିଶା ବାସୀ ଏକ ଭୁଲ ରାଜନୈତିକ ନିଷ୍ପତ୍ତି ନବାକୁ ଯାଉଛନ୍ତି କି ??

କିମ୍ବଦନ୍ତୀ ରହିଛି ମହାଭାରତ ଯୁଦ୍ଧରେ ସେତେବେଳର ଓଡିଶା ଭୂଖଣ୍ଡ କୌରବ ପକ୍ଷ ଧରି ଥିଲା । ବୋଧ ହୁଏ ଓଡିଶା ବାସୀଙ୍କ ସେଇ ପୁରୁଣା ଅଭ୍ୟାସ ବଳବତ୍ତର ରହିଛି । ବିଗତ ତିନି ଦଶନ୍ଧିର ରାଜନୈତିକ ଜନାଦେଶକୁ ଅନୁଧ୍ୟାନ କଲେ ବୁଝାପଡେ ଓଡିଶା ବାସୀଙ୍କ ଭୁଲ ନିଷ୍ପତ୍ତି ରାଜ୍ୟର ବିକାଶରେ ବାଧକ ସାଜିଛି ।୧୯୯୬ରେ ଯେତେବେଳେ ବିଜୁ ପଟ୍ଟନାୟକ ଜାତୀୟ ସ୍ତରରେ ଏକ ନିର୍ନାୟକ ନେତୃତ୍ଵ ନେଉଥିଲେ ଏବଂ ସେତେବେଳେ …

Read More »

ବିକାଶର ଡବଲ ଇଞ୍ଜିନ କଣ ପାଇଁ ପ୍ରଥମେ ଲାଇନଚ୍ୟୁତ ହେଲା ତିନି BJP ଶାସିତ ରାଜ୍ୟରେ ??

ମୋଦୀ ଓଡିଶାର ବିକାଶ ପାଇଁ ଡବଲ ଇଞ୍ଜିନ ଦାବୀ କରୁଛନ୍ତି,ଅର୍ଥାତ କେନ୍ଦ୍ର ଏବଂ ରାଜ୍ୟରେ BJP ସରକାର ।ମୋଦୀ ଜଣେ ଭଲ ମାର୍କେଟିଅର ବୋଲି ବିଶାରଦ ମାନେ କୁହନ୍ତି । ତେବେ ଗଣତନ୍ତ୍ରରେ ସର୍ବଦା ରାଜ୍ୟ ଏବଂ କେନ୍ଦ୍ରରେ ଗୋଟିଏ ସରକାର ରହିବ ବୋଲି ଚିନ୍ତା କରିବା ଅଜତାର୍ଥ ।ଯଦି ସତରେ ବିକାଶ ପାଇଁ ଡବଲ ଇଞ୍ଜିନ ଦରକାର,ଏବଂ ମୋଦୀଙ୍କ ଦାବୀ ଅନୁସାରେ ଡବଲ ଇଞ୍ଜିନରେ ବିକାଶ ହୁଏ ତାହେଲେ  …

Read More »
Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help