Home / Tag Archives: Congress

Tag Archives: Congress

BJPର ଶକ୍ତିବୃଦ୍ଧି ସହିତ ଓଡିଶାରେ ତ୍ରିକୋଣୀୟ ଲଢେଇ ନିଶ୍ଚିତ

ଗତ ବିଧାନସଭାରେ ସମଗ୍ର ବିରୋଧୀ ଦଳର ସଭ୍ୟ ସଂଖ୍ୟା ଥିଲା 30 ଏବଂ ଏକା BJDର ଥିଲା 117 ।ଲୋକ ସଭାରେ ୨୦ ଆସନ ପାଇ BJD ତା’ର ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଥିଲା ।ନରେନ୍ଦ୍ର ମୋଦୀଙ୍କ ହାୱା ପରେ ମଧ୍ୟ BJP ଯଦିଓ ନିଜର ଲୋକସଭା ଆସନ ସଂଖ୍ୟା ବୃଦ୍ଧି କରି ପାରିଲା ନାହିଁ, କିନ୍ତୁ BJP ର ଭୋଟ ହାର ବୃଦ୍ଧି  ଏବଂ ତତ୍କାଳୀନ କଂଗ୍ରେସ ନେତୃତ୍ଵର …

Read More »

BJD : ପଥ ବନ୍ଧୁର,ପଥ ବହୁଦୁର, ଯିବାକୁ ଅଛିତ ବାକି !!!

ପୁଲୱାମା-ବାଲାକୋଟ୍‌-ପାକିସ୍ଥାନ୍ ଏବଂ ସନ୍ତ୍ରାସବାଦ । ଭୟ ଦେଖାଇ ଚେଷ୍ଟା ଚାଲିଛି ସମବେଦନା ସାଉଁଟିବା ପାଇଁ । ପ୍ରକୃତରେ କଣ ୭୨ ବର୍ଷର ସମସ୍ୟାକୁ ମୋଦୀ ୧୯ ମିନିଟର ଏୟାର ଷ୍ଟ୍ରାଇକରେ ସମାଧାନ କରିଦେଲେ ? ଆଉକଣ ସତରେ ଭାରତ ଉପରେ ସନ୍ତ୍ରାସବାଦୀ ଆକ୍ରମଣ ହେବନାହ୍ନି ? ସର୍ଜିକାଲ ଷ୍ଟ୍ରାଇକ ଏବଂ ନୋଟବନ୍ଦି ପରେ ଭାରତର ସୁରକ୍ଷା ସଂପର୍କରେ ମୋଦୀ ଦେଶକୁ ଯେଉଁ ଗୋଲାପି ଚିତ୍ର ଦେଇଥିଲେ ତାହାର ଫଳାଫଳ କଣ …

Read More »

ଜନତାଙ୍କ ମୁଡ : ସମ୍ବଲପୁର ଲୋକସଭା ଆସନ

ଅଜିର ଖବର ର ଏକ କ୍ୟାମେରା ଟିମ ଏବେ ସମଗ୍ର ଓଡିଶା ଭ୍ରମଣରେ ବାହାରିଛି ଜାଣିବା ପାଇଁ ଆଗାମୀ ସାଧାରଣ ନିର୍ବାଚନ ପାଇଁ କଣ ରହିଛି ଜନତାଙ୍କ ମୁଡ ।ଏହି କ୍ରମରେ ଆମେ ସମ୍ପୂର୍ଣ କରିଛୁ ସମ୍ବଲପୁର ଲୋକସଭା କ୍ଷେତ୍ର ।ଏହି ଲୋକସଭା କ୍ଷେତ୍ର ଓଡିଶାର ଏକ ସଂବେଦନଶୀଳ ଆସନ ।୨୦୦୯ ପରେ ପୂର୍ବତନ ଦେବଗଡ ସଂସଦୀୟ କ୍ଷେତ୍ର ବିଲୀନ ହେଲାପରେ ଏହାର ୫୦ ଭାଗ ଅଞ୍ଚଳ ଏହି ଆସନରେ …

Read More »

ନବ ଦାସଙ୍କ ଅଙ୍କ ଭୁଲ ହବାକୁ ଯାଉଚି !!!!!

ନବ ଦାସ କ୍ରମେ ଅସୁରକ୍ଷିତ ମନେ କଲେଣି ଝାରସୁଗୁଡାରେ ।ଅମାପ ଟଙ୍କା ବଳରେ ଝାରସୁଗୁଡା ରାଜନୀତିକୁ ଚିରକାଳ କବଳିତ କରି ରଖିବେ ବୋଲି ସେ ଯୋଜନା କରିଥିଲେ ।ହେଲେ ପ୍ରଜାତନ୍ତ୍ରରେ ଏପରି ଅହଂକାରକୁ ଲୋକେ ଠିକ ଭାବରେ ଗ୍ରହଣ କରନ୍ତି ନାହ୍ନି ।ଏହି କାରଣରୁ ଏଥର ନବ ଅସୁରକ୍ଷିତ ମନେ କରୁଛନ୍ତି ।କଂଗ୍ରେସ ବ୍ରାଣ୍ଡରେ ହୁଏତ କିଛି ଅଘଟଣ ଘଟି ପାରେ ତେଣୁ ନବୀନଙ୍କ ସହାୟତାରେ ଏଥର ନିର୍ବାଚନ ଲଢିବାର …

Read More »

ଶ୍ରୀକାନ୍ତ ଜେନା ରାଜ୍ୟ କଂଗ୍ରେସ ପତନରେ ଅନେକ ପରିମାଣରେ ଉତ୍ତରଦାୟୀ

ଶ୍ରୀକାନ୍ତ ଜେନା ଜନତାଦଳ ରାଜନୀତିରୁ କଂଗ୍ରେସକୁ ଆସିଥିଲେ ।UPA-୨ ରେ ହେମାନନ୍ଦ ବିଶ୍ଵାଳ ପରି କଂଗ୍ରେସର ପ୍ରଭାବଶାଳି ନେତାଙ୍କୁ ଅଣଦେଖା କରି ଶ୍ରୀକାନ୍ତଙ୍କୁ ମନ୍ତ୍ରୀ କରଯାଇଥିଲା ।କଂଗ୍ରେସର ବିଚାରଧାରା ବେଳେ ବେଳେ ବିଚିତ୍ର ଲାଗେ,UPA-୨ ରେ ଓଡ଼ିଶାକୁ ପ୍ରତିନିଧିତ୍ଵ କରିଥିବା ପାଞ୍ଚ ଜଣ ସାଂସଦଙ୍କ ମଧ୍ୟରୁ ଚାରିଜଣ ଥିଲେ ପଶ୍ଚିମ ଓଡିଶାରୁ ।କିନ୍ତୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ପଶ୍ଚିମ ଓଡ଼ିଶାକୁ ପ୍ରତିନିଧିତ୍ଵ ମିଳିଲା ନାହ୍ନି ।ପରିଣତି ସ୍ୱରୂପ ୨୦୧୪ରେ ଦଳ …

Read More »

BJD ଦୁର୍ଗ ପତନର ଫାଇଦା ନବ କିଏ ?

ଜଣାଗଲାଣି ଆଗାମୀ ନିର୍ବାଚନରେ BJD ଦୁର୍ଗର ପତନ ସମ୍ଭବ ହେଇପାରିବ,ଲୋକ ମାନେ ବିତସ୍ପୃହ ମନେହେଲେଣି BJDର ପ୍ରଶାସକ ସର୍ବସ୍ଵ ଶାସନ ବ୍ୟବସ୍ଥାରେ ।ଗୁରୁତ୍ବପୂର୍ଣ କଥା ହଉଛି BJD ସରକାରର ପତନରେ କୌଣସି ବିରୋଧୀ ଦଳର ପାରିବା ପଣିଆ ଅପେକ୍ଷା ଦଳ ଏବଂ ସରକାର ପରିଚାଳନାରେ ଥିବା ତ୍ରୁଟି ପ୍ରମୁଖ କାରଣ ସାଜିବ ।ଏଇ କିଛି ବର୍ଷ ହେଲାଣି ଦେଖାଯାଉଛି କିଛି ଦୁର୍ନୀତିଗ୍ରସ୍ତ ନେତା ଏବଂ ପ୍ରଶାସକ ମାନଙ୍କ ହାତକୁ ସମସ୍ତ …

Read More »

ରାଜନୈତିକ ତ୍ରିବେଣୀ ସଂଗମ ଦିଗରେ ଓଡିଶାର ରାଜନୀତି

ତ୍ରିବେଣୀ ସଂଗମ ଏକ ବିରଳ ସଂଯୋଗ ।ପୁଣି ରାଜନୀତିରେ ଏହା ଆହୁରି ବିରଳ ।ଅନୁମାନ କରାଯାଉଛି BJP-BJD ଭିତରେ କିଛି ଗୋଟେ ସାଲିସ ହେଇଛି ।ସାଲିସ ଉଭୟ ପକ୍ଷ ପାଇଁ ଜରୁରୀ ।ଶତାଧିକ scamର ଜାଲରେ ଛନ୍ଦି ହେଇଥିବା BJD ନେତାମାନେ କେନ୍ଦ୍ର ସହିତ ଭିତିରିଆ ସଲାସୁତୁରା ନକଲେ CBI ହାତରେ ବନ୍ଧାହବା ସୁନିଶ୍ଚିତ ।ଅନ୍ୟ ପକ୍ଷରେ ମୋଦୀଙ୍କ ଭାବମୂର୍ତିର ପାରଦ ଖୁବ ଜୋରରେ ଖସୁଥିବାରୁ ୨୦୧୯ରେ BJD ସହଯୋଗ …

Read More »

୨୦୧୯ ନିର୍ବାଚନ ପାଖେଇଲା : ଭାଗ୍ୟ ଏବଂ ଲଟେରୀ ଅପେକ୍ଷାରେ BJP

୨୦୧୯ ନିର୍ବାଚନ ପାଖେଇଲା ।ଏବେ ସବୁ ରାଜନୈତିକ ଦଳ ନିଜ ନିଜର ରଣନୀତିର ଖୁଲାସା କରିବେ । BJD ପାଇଁ ଆଗାମୀ ଦିନ ଗୁଡିକ ଶୁଭଂକର ଲାଗୁ ନାହ୍ନି ।ଏହାର କାରଣ ଅନେକ ।ମୁଖ୍ୟ କାରଣଟି ଭୋଟରଙ୍କ ସ୍ଥିତାବସ୍ଥା ବିରୋଧୀ ମାନସିକତା । ଅଶାକରାଯାଉଥିଲା ନବୀନଙ୍କ ଭାବମୂର୍ତି ୨୦୧୯ରେ ମଧ୍ୟ ସହାୟକ ହେବ ।କିନ୍ତୁ ଅନେକ ପୃଷ୍ଠ ଭୂମିରୁ ସେ ଆଶା ମଉଳିବା ଆରମ୍ଭ ହେଲାଣି ।BJDର ପ୍ରାୟ ସମସ୍ତ …

Read More »

ଅନାସ୍ଥା ଭୋଟ ଏବଂ ୨୦୧୯ ନିର୍ବାଚନର ପ୍ରାକ ସୂଚନା

ବିନା ପ୍ରସ୍ତୁତିରେ ଅନାସ୍ଥା ପ୍ରସ୍ତାବ କଂଗ୍ରେସ ଏବଂ ବିଜେପି ବିରୋଧୀଙ୍କୁ ଲଜ୍ଜିତ କଲା । ୩୨୫ର NDA ସମର୍ଥନ ବିପକ୍ଷରେ ବିରୋଧୀ ମାତ୍ର 126ରେ ସୀମିତ ରହିଲେ । ଏହା BJPର ପ୍ରସ୍ତୁତି ଏବଂ କଂଗ୍ରେସର ଅପ୍ରସ୍ତୁତିକୁ ସୂଚିତ କରେ ।ତେବେ ଏହି ଘଟଣାଟି ଆଗାମୀ ଦିନର ଘଟଣାକ୍ରମ ସମ୍ପର୍କରେ ଅନେକ ସୂଚନା ଦିଏ । ରାହୁଲ ଗାନ୍ଧୀଙ୍କ ଆଖିମରା ଘଟଣା ସୂଚିତ କରେ ସେ ଜଣେ ଶିରିଅସ ରାଜନେତା …

Read More »

ଓଡିଶାରେ ରାଜନୈତିକ ପରିବର୍ତନ ଅବଶ୍ୟ ଜରୁରୀ,ହେଲେ ବିକଳ୍ପ କିଏ ????

ଗଣତନ୍ତ୍ରର ଗାରିମା ହଉଛି ପରିବର୍ତନ ।ଏକ ଉଚିତ ବ୍ୟବଧାନରେ ବ୍ୟବସ୍ଥାର ପରିବର୍ତନ ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭ ସୂଚନା ।ନବୀନ ବାବୁଙ୍କ କୋଡିଏ ବର୍ଷର ଶାସନ ଏକ ବିରଳ ବ୍ୟତିକ୍ରମ ।ଓଡିଆ ଲୋକ ତାଙ୍କୁ ଭଲ ପା’ନ୍ତି,ଏହା ଅବଶ୍ୟ ସତ୍ୟ,ହୁଏତ ଏହା ପଛରେ ପରିଚାଳନାଗତ ଦକ୍ଷତା ଥାଇପାରେ ।କିନ୍ତୁ ତାଙ୍କ ପାଖରେ ନେତୃତ୍ଵ ସମ୍ପର୍କୀୟ କିଛି ବିଶେଷ ଦକ୍ଷତା ରହିଛି ଯାହା ଗଣତନ୍ତ୍ରରେ ଭୋଟ ଦେଲା ବେଳେ ଲୋକ ବିଚାରକୁ …

Read More »
Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help