Home / Tag Archives: Dharmendra Pradhan

Tag Archives: Dharmendra Pradhan

ପ୍ରଧାନଙ୍କ ବୁରା ଦିନ (ଖରାପ ସମୟ) ଆରମ୍ଭ ହେଲାକି ?

ଧର୍ମେନ୍ଦ୍ର ପ୍ରଧାନଙ୍କ  ରାଜନୈତିକ ଦକ୍ଷତା ଏବଂ ପ୍ରତିଭା ସମ୍ପର୍କରେ ଅନେକ ବିରୋଧଭାସ ଶୁଣିବାକୁ ମିଳେ ।ତେବେ କଥାରେ ଅଛି “ଜବ ଖୁଦା ମେହେର୍ବାନ ତୋ ଗଧା ପେହେଲବାନ” । କେନ୍ଦ୍ରରେ ମନ୍ତ୍ରୀ ହବା ପୂର୍ବରୁ ଧର୍ମେନ୍ଦ୍ରଙ୍କ ଓଡିଶାରେ କୌଣସି ରାଜନୈତିକ ଅସ୍ଥିତ୍ଵ ନଥିଲା ।କୌଣସି ଗୋଟିଏ ବିଧାନସଭା କ୍ଷେତ୍ରରେ ମଧ୍ୟ ତାଙ୍କର ନିରଙ୍କୁଶ ପ୍ରଭାବ ନଥିଲା,ଏଥିପାଇଁ ୨୦୦୯ ନିର୍ବାଚନ ତାଙ୍କୁ ହାରିବାକୁ ପଡିଥିଲା ।ଏହାପରେ ରାଜ୍ୟରେ ତାଙ୍କର ରାଜନୈତିକ ଭବିଷ୍ୟତ …

Read More »

ମଧ୍ୟପ୍ରଦେଶ ଲୋକସଭା ନିର୍ବାଚନ ପ୍ରଭାରୀ ପଦରୁ ଅପସାରିତ ହେଲେ ଧର୍ମେନ୍ଦ୍ର ପ୍ରଧାନ

ଅମିତ ଶାହ ଏବଂ ମୋଦୀଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ଜେ॰ପି॰ ନଡାଙ୍କୁ ମଧ୍ୟପ୍ରଦେଶ ଏବଂ ଛତିଶଗଡର ବିଧାନସଭା ଏବଂ ଲୋକସଭା ନିର୍ବାଚନ ପ୍ରଭାରୀ ଭାବରେ ମାତ୍ର ଦୁଇମାସ ତଳେ ନିଯୁକ୍ତି ଦିଆଯାଇଥିଲା । ଉଭୟ ରାଜ୍ୟରେଦଳ ନିର୍ବାଚନ ହାରିବା ପରେ BJP ଜାତୀୟ ସ୍ତରରେ ଅମିତ ଶାହ କୋଟେରୀର କ୍ଷମତା ସଙ୍କୁଚିତ ହବା ଆରମ୍ଭ ହେଲା ।BJPରେ ଯେଉଁ ମାନସମନ୍ଥନର ପର୍ବ ଆରମ୍ଭ ହେଲା ତାହାର …

Read More »

ଦୁଇ ଦଶନ୍ଧିର ସବୁଠାରୁ ଗୁରୁତ୍ବପୂର୍ଣ ନିର୍ବାଚନ ହବାକୁ ଯାଉଛି ୨୦୧୯ !!!!

BJP ଏବଂ କଂଗ୍ରେସ ଉଭୟ ଦଳର ରାଜନୈତିକ ଉଦ୍ଦେଶ୍ୟ ଏବଂ ଆକାଂକ୍ଷା ପରୀକ୍ଷିତ ହେଇଗଲା । କଂଗ୍ରେସର ଦୁର୍ନୀତିଗ୍ରସ୍ତ ଶାସନର ଦୁଃଖଠୁ ବଳିଗଲା ମୋଦୀଙ୍କ ସ୍ଵେଚ୍ଛାଚାରିତାର କଷ୍ଟ ।ମୋଦୀଙ୍କ ଅଗ୍ନ୍ୟତାର ଫଳ  ସାରା ଦେଶ ଖୁବ ଭୋଗିଲା ନୋଟବନ୍ଦୀ ସମୟରେ ।ହେଲେ ଅହଂକାରରେ ଡୁବିଥିବା ମୋଦୀ ଆଜିଯାଏ ସ୍ଵୀକାର କଲେନାହ୍ନି ଯେ ଏହା ତାଙ୍କର ଏକ ନୀତିଗତ ଭୁଲ ଥିଲା ।ସୁପ୍ରିମକୋର୍ଟ,CBI,RBI ପରି ଦେଶର ପ୍ରତ୍ୟେକ ଗୁରୁତ୍ବପୂର୍ଣ ଅନୁଷ୍ଠାନ ଆଜି …

Read More »

ବିଜୁ ଲିଗାସୀ ଏବଂ ଓଡିଶାର ପ୍ରଧାନ ପରିବାର

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଥିବା ଗଞ୍ଜାମ ଜିଲ୍ଲାକୁ ଯାଇଥିଲେ ।ଆଜି ତାଙ୍କର ପ୍ରଧାନମନ୍ତ୍ରୀ ମୋଦୀ ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲୀ ମଧ୍ୟ ଯାଇଥିଲେ ।ଦୁହିଙ୍କ ବକ୍ତ୍ୟବ୍ୟର ସାମଞ୍ଜସ୍ୟ ଥିଲା,ସେମାନେ ସମାନ କଥା କହିଥିଲେ । ମୋଦୀ କହିଲେ ଗାନ୍ଧୀ ପରିବାର ୬୦ ବର୍ଷରେ ଦେଶ ପାଇଁ କିଛି କରିନାହାନ୍ତି,ଧର୍ମେନ୍ଦ୍ର କହିଲେ ନବୀନ ତାଙ୍କ ଜିଲ୍ଲା ପାଇଁ  ଅଠର ବର୍ଷରେ କିଛିବି …

Read More »

ପାଳଲହଡାରୁ ନିର୍ବାଚନ ଲଢିବା ପ୍ରଶ୍ନକୁ କାହିଁକି ଏଡାଇ ଯାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ?

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କିଛି ସାମ୍ବାଦିକ ପାଳଲହଡାରୁ ତାଙ୍କର ନିର୍ବାଚନ ଲଢିବା ପ୍ରସଙ୍ଗ ଉଠେଇଥିଲେ ଯାହାକୁ ସେ ଅତି ଚତୁରତାର ସହିତ ଏଡାଇ ଗଲେ ।ପାଳଲହଡା ହେଉଛି ସେଇ ବିଧାନସଭା କ୍ଷେତ୍ର ଯାହାକୁ ଥରେ 2000-04 ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନ ପ୍ରତିନିଧିତ୍ଵ କରିଥିଲେ ।ଏହି ଅବଧି ପରେ ସିଏ ଏବଂ ତାଙ୍କ ବାପା ଯିଏ କେନ୍ଦ୍ରରେ ବାଜପାୟୀଙ୍କ ସରକାରରେ ଗୁରୁତ୍ଵପୂର୍ଣ ସଡକ ପରିବହନ ମନ୍ତ୍ରୀ ଥିଲେ ଏହି ବିଧାନସଭା …

Read More »

ଅତି ଗର୍ବେ ହତ ଲଙ୍କା :ଅହଂକାରରୁ ବିନାଶ ଆଡକୁ ଓଡିଶା BJP !!!!

ଆଜି ଓଡିଶା BJPରେ ଏକ ବଡ ବିଭାଜନ ଘଟିଛି ।ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ମିଳିତ ଭାବରେ ଦଳରୁ ଇସ୍ତଫା ଦେଇଛନ୍ତି ।ଦିଲ୍ଲୀପ ରାୟ ଦଳର ବିଧାୟକ ଥିଲେ ।ଘଟଣାଟି ଆଚମ୍ବିତ କଲାପରି ନଥିଲା କାରଣ ଏହା ଆଗରୁ ଜଣାଥିଲା ।ସେମାନେ କେଉଁ ଦଳକୁ ଯିବେ ତାହା ଯଦିଓ ଗୁରୁତ୍ଵପୂର୍ଣ ନୁହ୍ନେ,ସେମାନେ BJPର କଣ କ୍ଷତି କରି ପାରିବେ ତାହା ବର୍ତମାନ ଏକ ଅଧିକ ଗୁରୁତ୍ଵପୂର୍ଣ ପ୍ରସଙ୍ଗ ।ନିଃସନ୍ଦେହରେ …

Read More »

ଓଡିଶା BJP ର ଅଗ୍ନି ପରୀକ୍ଷା ସମୟ ଆସର୍ନ !!!!!

ପୂର୍ବତନ IAS ଅଧିକାରୀ ଅପରାଜିତା ଷଡଙ୍ଗୀ BJP ଦଳରେ ଯୋଗଦାନ ଖବର ସହ ଏକଥା ମଧ୍ୟ ପ୍ରଚାରିତ ହେଲା ଯେ ସେ କିରଣ ବେଦୀ ପରି ଓଡିଶା BJPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଇ ପାରନ୍ତି ।ଘଟଣାର ସତ୍ୟାସତ୍ୟ ଯେତିକି ଗୁରୁତ୍ଵପୂର୍ଣ ନଥିଲା ତାଠାରୁ ଅଧିକ ରୋଚକ ଥିଲା ନିଜକୁ ରାଜ୍ୟର ଅଘୋଷିତ ମୁଖ୍ୟମନ୍ତ୍ରୀ ଭାବୁଥିବା ବ୍ୟକ୍ତିଙ୍କ ବା ତାଙ୍କ ସ୍ତାବକ ମାନଙ୍କ ହୃଦସ୍ପନ୍ଦନ ।କାଳେ ଏହି ଧାରଣା ଟି ରାଜ୍ୟର …

Read More »

୨୦୧୯ରେ BJPକୁ ଓଡିଶା ଲୋକ ଭୋଟ ଦେବେ କାହିଁକି ?

ପ୍ରଚାର ଚାଲିଛି ୨୦୧୯ରେ ଓଡିଶାରେ BJP ।କିଛି ଲୋକମତ ସର୍ଭେ କହୁଛି BJP ପୂର୍ଣ ବହୁମତ ପାଇବ ।ବର୍ତମାନ ଭାରତବର୍ଷର ମିଡିଆ ହାଉସ ମାନଙ୍କ ନିରପେକ୍ଷତା ସର୍ବଜନ ବିଦିତ । ପେଡମିଡିଆ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ।ବିଷୟଟି ହେଉଛି  ଯେଉଁ ଓଡିଶା ଲୋକ ମାନେ ୨୦୧୪ରେ ମୋଦୀ ସୁନାମୀକୁ ପ୍ରତ୍ୟାଖ୍ୟାନ କଲେ ସେମାନେ କେଉଁ ଆଧାରରେ ୨୦୧୯ରେକେନ୍ଦ୍ରର ବିବାଦୀୟ BJP ସରକାରକୁ ଭୋଟ ଦେବେ ।ବିଗତ ସମସ୍ତ ଲୋକସଭା …

Read More »

ଗୁରୁତ୍ବପୂର୍ଣ ମଧ୍ୟପ୍ରଦେଶ ନିର୍ବାଚନ ପ୍ରଚାର ଦାୟିତ୍ଵ ନେଲେ ଧର୍ମେନ୍ଦ୍ର ପ୍ରଧାନ

ନିର୍ବାଚନ ଦୃଷ୍ଟିରୁ ସଂବେଦନଶୀଳ ମାନେ କରାଯାଉ ଥିବା ମଧ୍ୟପ୍ରଦେଶ ର ପ୍ରଚାର ଦାୟିତ୍ଵ ମିଳିଛିକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ । ମଧ୍ୟପ୍ରଦେଶରେ ଆଗାମୀ ବର୍ଷ ଉଭୟ ରାଜ୍ୟ ର ବିଧାନ ସଭା ଏବଂ ଲୋକସଭା ନିର୍ବାଚନ ହେବ ।  ୨୦୧୯ ନିର୍ବାଚନ ପାଇଁ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରେ ପ୍ରଚାର ଦାୟିତ୍ୱ ବହନ କରିବେ । ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱ ବଣ୍ଟନ ଆରମ୍ଭ …

Read More »

ନବୀନ ରାଜା ଏବଂ ମୁଁ ରଙ୍କ : ଧର୍ମେନ୍ଦ୍ର

ଭୁବନେଶ୍ବରରେ ଇଣ୍ଡିଆନ ଏକ୍ସପ୍ରେସ ତରଫରୁ ଚାଲିଥିବା ଆଲୋଚନାଚକ୍ରରେ ସାମ୍ବାଦିକ ନବୀନଙ୍କ ସହିତ ତାଙ୍କର ସମ୍ପର୍କ କଣ ବୋଲି ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ନବୀନଙ୍କୁ ରାଜା ଏବଂ ନିଜକୁ ରଙ୍କ ବୋଲି ବର୍ଣନା କରିଛନ୍ତି ।ଅନେକ ସମୟରେ ତାଙ୍କ ଚାଟୁକାରମାନେ ନବୀନଙ୍କୁ ଖୁସି କରିବାପାଇଁ ଧର୍ମେନ୍ଦ୍ରଙ୍କୁ ପିଅନ,ଚପରାସୀ ବୋଲି ଆଖ୍ୟା ଦେଇଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି । ତେବେ ଏହି ଲଘୁ ବକ୍ତବ୍ୟକୁ ବାଦଦେଲେ ଅତି କଡା ଶବ୍ଦରେ ନବୀନ …

Read More »
Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help