Home / Tag Archives: Modi

Tag Archives: Modi

ମୋଦୀଙ୍କ ଆରକ୍ଷଣ ବ୍ୟବସ୍ଥା : ଗରିବଙ୍କ ପାଇଁ ଏକ ଉପହାସ !!!!

ଭାରତରେ ଏବେବି 29 ପ୍ରତିଶତ ଲୋକଙ୍କ ଦୈନିକ ଆୟ ହେଉଛି 37 ଟଙ୍କା,ଅର୍ଥାତ ବାର୍ଷିକ ଆୟ 13505 ଟଙ୍କା ।ଆମଦେଶର ପରିବାର ର ଆକାର ପ୍ରାୟ ପାଞ୍ଚଜଣ ।ଅର୍ଥାତ ପ୍ରାୟତଃ ଦେଶର ୨୯ ପ୍ରତିଶତ ଲୋକଙ୍କ  ପାରିବାରିକ ବାର୍ଷିକ ଆୟ 67525 ଟଙ୍କା ।ତେବେ ମୋଦୀ ଦେଶର ଦରିଦ୍ର ଲୋକ ମାନଙ୍କର ଏକ ନୂଆଁ ଗୋଲାପି ଚିତ୍ର ଉପସ୍ଥାପନ କଲେ ।ମୋଦୀଙ୍କ ତଥ୍ୟ ଅନୁଯାୟୀ ବାର୍ଷିକ ଆଠଲକ୍ଷ ଟଙ୍କା ଆୟ …

Read More »

ମୋଦୀଙ୍କ ଅନ୍ତିମ ଆତ୍ମଘାତୀ ଗୋଲ !!!! ଭୋଟ ପାଇଁ ଦେଶର ପ୍ରତ୍ୟେକ ବ୍ୟବସ୍ଥାକୁ ଧ୍ଵସ୍ତ କରିଦେଲେ ମୋଦୀ !!!!

ନିର୍ବାଚନ ହାରିବା ଭୟରେ ସମସ୍ତ ସାମାଜିକ ସମୀକରଣକୁ ଓଲଟ ପାଲଟ କରି ଶେଷ ବାଜି ଖେଳୁଛନ୍ତି ମୋଦୀ ।ଆଜି ଘୋଷଣା ହେଲା ଏବେ ଆର୍ଥିକ ଅନଗ୍ରସରତା ଆଧାରରେ ମିଳିବ ସଂରକ୍ଷଣ ସୁବିଧା ।ତେବେ ଆଶ୍ଚର୍ଯ୍ୟର କଥା ବାର୍ଷିକ ଆଠଲକ୍ଷ ଟଙ୍କା ଆୟ କରୁଥିବା ପରିବାରକୁ ମୋଦୀ ଗରିବ ବୋଲି ବିଚାର କରିଛନ୍ତି!! ଅର୍ଥାତ ସମଗ୍ର ଦେଶର ମଧ୍ୟବିତ୍ତ ମାନଙ୍କୁ ମୋଦୀ ଗରିବ ଶ୍ରେଣୀକୁ ଆଣି ଭୋଟ ରାଜନୀତିର ବାସ୍ନାକୁ ସ୍ପଷ୍ଟ …

Read More »

ମୋଦୀଙ୍କ ନୀରବତା,ଝଡ ପୂର୍ବର ନିଃଶବ୍ଦତା ନୁହେଁ ତ ????

ମୋଦୀଙ୍କ ଅସ୍ବାଭାବିକ ନୀରବତା ଆମୋଦିତ କରୁଛି ଓଡିଶାର ଶାସକ ଦଳ BJDକୁ । କିନ୍ତୁ ସେମାନେ ବୁଝି ପାରୁନାହାନ୍ତି ଯେ BJP ଅନୁଭବ କରିସାରିଛି ତାତିଲା ପାଣିରେ ଘର ପୋଡିଯାଏ ନାହିଁ ।ଯେଉଁ ରଣ କୌଶଳରେ BJDକୁ ବିତାଡିତ କରିବା ସମ୍ଭବ ହେବ ତାହା ହେଉଛି ଅର୍ଥବଳ ।ପୁନଶ୍ଚ ନବୀନଙ୍କ ବିରୁଦ୍ଧରେ ଶବ୍ଦର ଯେଉଁ ବାଣ କାମରେ ଆସିବ ତାକୁ ଏବେଠୁ ନଷ୍ଟ ନକରି ମୋଦୀ ତାଙ୍କ ତୁଣୀରରେ ସାଇତି …

Read More »

ବିଜେପି ର ଜାତୀୟ ସ୍ତରରେ ଘଟ ପରିବର୍ତନ ହବାର ଆଭାସ !!!!

ଶୁଣିବାକୁ ମିଳୁଛି ଶିବରାଜ ଚୌହାନ ହେବେ BJPର ରାଷ୍ଟ୍ରୀୟ ସଭାପତି ଏବଂ ଗଡକରୀ ହେବେ ଉପପ୍ରଧାନମନ୍ତ୍ରୀ ।ଗୁଜରାଟ ନିୟନ୍ତ୍ରଣକୁ ଚାଲିଯାଇଥିବା BJP ଦଳରେ ଅନ୍ୟାନ୍ୟ ଅଞ୍ଚଳକୁ ଉଚିତ ପ୍ରତିନିଧିତ୍ଵ ଦେବା ପାଇଁ BJPର ମାର୍ଗଦର୍ଶକ RSS ଏହି ନୂଆଁ ଫର୍ମୁଲା ବାହାର କରିଛି ।ନିକଟରେ ଦଳର ପ୍ରଭାରି ନିଯୁକ୍ତରେ ମଧ୍ୟ ଅମିତ ଶାହ ଏବଂମୋଦୀଙ୍କ ଅନୁଗତ ମାନଙ୍କୁ ହଟାଯାଇ RSS ପ୍ରତିଭା ଆଧାରରେ ୧୮ ଟି ରାଜ୍ୟର ନିର୍ବାଚନପ୍ରଭାରି ନିଯୁକ୍ତ …

Read More »

ମଧ୍ୟପ୍ରଦେଶ ଲୋକସଭା ନିର୍ବାଚନ ପ୍ରଭାରୀ ପଦରୁ ଅପସାରିତ ହେଲେ ଧର୍ମେନ୍ଦ୍ର ପ୍ରଧାନ

ଅମିତ ଶାହ ଏବଂ ମୋଦୀଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଏବଂ ଜେ॰ପି॰ ନଡାଙ୍କୁ ମଧ୍ୟପ୍ରଦେଶ ଏବଂ ଛତିଶଗଡର ବିଧାନସଭା ଏବଂ ଲୋକସଭା ନିର୍ବାଚନ ପ୍ରଭାରୀ ଭାବରେ ମାତ୍ର ଦୁଇମାସ ତଳେ ନିଯୁକ୍ତି ଦିଆଯାଇଥିଲା । ଉଭୟ ରାଜ୍ୟରେଦଳ ନିର୍ବାଚନ ହାରିବା ପରେ BJP ଜାତୀୟ ସ୍ତରରେ ଅମିତ ଶାହ କୋଟେରୀର କ୍ଷମତା ସଙ୍କୁଚିତ ହବା ଆରମ୍ଭ ହେଲା ।BJPରେ ଯେଉଁ ମାନସମନ୍ଥନର ପର୍ବ ଆରମ୍ଭ ହେଲା ତାହାର …

Read More »

କାହିଁକି ଅନ୍ତଃସାର ଶୂନ୍ୟ ଲାଗିଲା ମୋଦୀଙ୍କ ସଭା !!!!

ମୋଦୀ ସ୍ଵଭାବତଃ ଭାଷଣ କାଳରେ ଆକ୍ରାମକ ମୁଦ୍ରାରେ ଥା’ନ୍ତି ।ମୋଦୀଙ୍କ ଜାତୀୟ ରାଜନୈତିକ ଯାତ୍ରାର ପ୍ରାରମ୍ଭିକ ଦିନ ଗୁଡିକରେ ଭାରତୀୟ ମାନେ ତାଙ୍କ ଭାଷଣ ଶୁଣି ବିଶ୍ବାସ କରୁଥିଲେ ଯେ ଇଏ ବ୍ୟବସ୍ଥାରେ କ୍ରାନ୍ତି ଆଣିବେ ଦେଶ ଗୋଟିଏ ରାତିରେ ରାମରାଜ୍ୟ ବା ଆଧୁନିକ ଭାଷାରେ ବିକଶିତ ରାଷ୍ଟ୍ରରେ ପରିଣତ ହବ,ହେଲେ ସେତେବେଳେ ଆମ ନିରିହ ଲୋକ ମାନେ ବୁଝି ନଥିଲେ ଯେଉଁ ଦେଶକୁ ବିକଶିତ ରାଷ୍ଟ୍ର କରିବାପାଇଁ ବିଶ୍ଵର …

Read More »

ମୋଦୀ ଯୁଗ ଅବସାନର ବିଗୁଲ ବାଜିଲା ????

ପ୍ରଚାର କରଯାଇଥିଲା ମୋଦୀ ଓଡିଶାରୁ ୨୦୧୯ର ବିଗୁଲ ବଜେଇବେ,କିନ୍ତୁ ମୋଦୀଙ୍କ ମୁହଁରେ ଦେଖାଗଲା ମୋଦୀଯୁଗ ଅବସାନର ପ୍ରାକ ସୂଚନା ।ଓଡିଶାରେ ଏକ ଅର୍ଥହୀନ ଜନସଭା କରି ମୋଦୀ ସୁଚେଇ ଦେଲେ ନିର୍ବାଚନ ପୂର୍ବରୁ ନୈରାଶ୍ୟ ତାଙ୍କୁ ଗ୍ରାସ କଲାଣି ।ଏହା ତାଙ୍କ ସୁକୃତ ନିର୍ବୋଧତାର ପରିଣତି ।ଦେଶ ତାଙ୍କୁ ଯେଉଁ ବିଶାଳ ଜନାଦେଶ ସହିତ ୨୦୧୪ରେ ଦେଶର ନେତା ନିର୍ବାଚିତ କରିଥିଲା ସେଇ ଜନମତକୁ ସେ ଅପଚୟ କଲେ ।ଆଜି …

Read More »

କୁଆଡେ ଗଲା ଅମିତ ଶାହଙ୍କ ୨୨କୋଟି ହିତାଧିକାରୀଙ୍କ ଭୋଟ !!!!

BJPର ତଥାକଥିତ ଚାଣକ୍ୟଙ୍କ ଗଣିତ କହୁଛି କେନ୍ଦ୍ର ସରକାର ଗତ ଚାରିବର୍ଷ ଭିତରେ ଦେଶର ୨୨କୋଟି ପରିବାରକୁ କିଛି ନା କିଛି ଦେଇଛି,ତେଣୁ ୨୨ କୋଟି ପରିବାରର ଭୋଟ ତାଙ୍କର ପକ୍କା ।କଥାଟିକୁ କେହି ବିରୋଧ କରୁନଥିଲେ କାରଣ ସମଗ୍ର ଦେଶରେ ଦଳର ବିଜୟ ଧାରା ଜାରି ରହିଥିଲା କିନ୍ତୁ ଗୁଜରାଟରେ ନିର୍ବାଚନ ଜିତିବାରେ ନାକେଦମ ହେଲା ପରେ,କର୍ଣାଟକରେ ହାରିବା ପରେ,କ୍ରମାଗତ ଭାବରେ ଦେଶର ସମସ୍ତ ଲୋକସଭା ଉପ-ନିର୍ବାଚନ ହାରିବା …

Read More »

କାହ୍ନିକି ବାରଣାସୀରୁ ପଳାୟନ କରିବାକୁ ଯାଉଛନ୍ତି ମୋଦୀ ???

ବାରଣାସୀରୁ ପଳାୟନ କରି ଜଗର୍ନାଥଙ୍କ ଶରଣ ପଶିବାର ଯୋଜନାରେ ଅଛନ୍ତି ମୋଦୀ ।ଶୁଣାଯାଉଛି ବାରଣାସୀ ଛାଡି ମୋଦୀ ପୁରୀରୁ ଲୋକସଭା ପ୍ରାର୍ଥୀ ହେବେ । ଯଦିଓ ଦଳ ପକ୍ଷରୁ ଏ ସମ୍ପର୍କରେ ଅନୁଷ୍ଠାନିକ ଘୋଷଣା କରାଯାଇ ନାହ୍ନି ତଥାପି ଏକଥା ସ୍ପଷ୍ଟ ମୋଦୀ ବାରଣାସୀରେ ସୁରକ୍ଷିତ ନାହାନ୍ତି ତେଣୁ ସେ ଏକ ସୁରକ୍ଷିତ ଆସନର ସନ୍ଧାନରେ ଅଛନ୍ତି । ଗତ ନିର୍ବାଚନ ସମୟରେ ଅନେକ ଭ୍ରାନ୍ତ ପ୍ରତିଶ୍ରୁତି ବାରଣାସୀ ବାସୀଙ୍କୁ …

Read More »

ମୋଦୀଙ୍କ ଅସମ୍ଭବ କ୍ଷମତାର କ୍ଷୁଧା

ମୋଦୀଙ୍କ ଶାସନରେ ଦେଶର କେତେ ବିକାଶ ହେଲା ତାହା ଯେତିକି ଗୁରୁତ୍ଵପୂର୍ଣ ପ୍ରସଙ୍ଗ ନୁହ୍ନେ ତାଙ୍କ ଶାସନରେ ଗଣତନ୍ତ୍ରର କେତେ ବିକାଶ ଘଟିଲା ତାହା ଅଧିକ ଗୁରୁତ୍ଵପୂର୍ଣ ।ବିକାଶ ଏକ ନିରନ୍ତର ଧାରା,କେବଳ ମୋଦୀଙ୍କ ପରି ଲଜ୍ୟାହୀନ ମିଥ୍ୟାବାଦୀ ମାନେ ଦାବୀ କରିପାରିବେ କି ବିଗତ ୭୦ ବର୍ଷରେ ଦେଶର କୌଣସି ବିକାଶ ହେଇ ନଥିଲା,ଭାରତର ବିକାଶ ଏଇ ଚାରି ବର୍ଷରେ ଆରମ୍ଭ ହେଲା । ତାଙ୍କ ଚାଟୁକାର ମାନେ …

Read More »
Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help