Home / Tag Archives: Narendra Modi

Tag Archives: Narendra Modi

ମୋଦୀ ଆସୁଛନ୍ତି !!!!!!!

ମୋଦୀ ଆସୁଛନ୍ତି । ଏହି ଲେଖା ସହିତ ସାରା ଓଡିଶାରେ ହୋଡିଙ୍ଗ ଏବଂ ଫ୍ଲେକ୍ସ ଦେଖିବାକୁ ମିଳୁଛି ।ପ୍ରଚାରର ଧାରା BJP ସମୟରେ ଖୁବ ଶସ୍ତା ହେଇଗଲା ।ସାଧାରଣତଃ ବଲିଉଡର ଗୀତ-ନାଚ କରୁଥିବା ଲୋକ ମାନେ ଆସିଲେ ସହରରେ ଏପରି ଶସ୍ତା ପୋଷ୍ଟର ଲାଗେ ।ଠିକ ଅଛି ମୋଦୀ ଆସନ୍ତୁ,ଅବଶ୍ୟ ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ କିପରି ପ୍ରଚାରିତ କରାଯିବ ତାହା ବମ୍ବେର ବିଗ୍ନ୍ୟାପନ ସଂସ୍ଥା ମାନେ ସ୍ଥିର କରିବେ ।ତେବେ …

Read More »

ଦୁଇ ଦଶନ୍ଧିର ସବୁଠାରୁ ଗୁରୁତ୍ବପୂର୍ଣ ନିର୍ବାଚନ ହବାକୁ ଯାଉଛି ୨୦୧୯ !!!!

BJP ଏବଂ କଂଗ୍ରେସ ଉଭୟ ଦଳର ରାଜନୈତିକ ଉଦ୍ଦେଶ୍ୟ ଏବଂ ଆକାଂକ୍ଷା ପରୀକ୍ଷିତ ହେଇଗଲା । କଂଗ୍ରେସର ଦୁର୍ନୀତିଗ୍ରସ୍ତ ଶାସନର ଦୁଃଖଠୁ ବଳିଗଲା ମୋଦୀଙ୍କ ସ୍ଵେଚ୍ଛାଚାରିତାର କଷ୍ଟ ।ମୋଦୀଙ୍କ ଅଗ୍ନ୍ୟତାର ଫଳ  ସାରା ଦେଶ ଖୁବ ଭୋଗିଲା ନୋଟବନ୍ଦୀ ସମୟରେ ।ହେଲେ ଅହଂକାରରେ ଡୁବିଥିବା ମୋଦୀ ଆଜିଯାଏ ସ୍ଵୀକାର କଲେନାହ୍ନି ଯେ ଏହା ତାଙ୍କର ଏକ ନୀତିଗତ ଭୁଲ ଥିଲା ।ସୁପ୍ରିମକୋର୍ଟ,CBI,RBI ପରି ଦେଶର ପ୍ରତ୍ୟେକ ଗୁରୁତ୍ବପୂର୍ଣ ଅନୁଷ୍ଠାନ ଆଜି …

Read More »

କାହ୍ନିକି ବାରଣାସୀରୁ ପଳାୟନ କରିବାକୁ ଯାଉଛନ୍ତି ମୋଦୀ ???

ବାରଣାସୀରୁ ପଳାୟନ କରି ଜଗର୍ନାଥଙ୍କ ଶରଣ ପଶିବାର ଯୋଜନାରେ ଅଛନ୍ତି ମୋଦୀ ।ଶୁଣାଯାଉଛି ବାରଣାସୀ ଛାଡି ମୋଦୀ ପୁରୀରୁ ଲୋକସଭା ପ୍ରାର୍ଥୀ ହେବେ । ଯଦିଓ ଦଳ ପକ୍ଷରୁ ଏ ସମ୍ପର୍କରେ ଅନୁଷ୍ଠାନିକ ଘୋଷଣା କରାଯାଇ ନାହ୍ନି ତଥାପି ଏକଥା ସ୍ପଷ୍ଟ ମୋଦୀ ବାରଣାସୀରେ ସୁରକ୍ଷିତ ନାହାନ୍ତି ତେଣୁ ସେ ଏକ ସୁରକ୍ଷିତ ଆସନର ସନ୍ଧାନରେ ଅଛନ୍ତି । ଗତ ନିର୍ବାଚନ ସମୟରେ ଅନେକ ଭ୍ରାନ୍ତ ପ୍ରତିଶ୍ରୁତି ବାରଣାସୀ ବାସୀଙ୍କୁ …

Read More »

ମୋଦୀଙ୍କ ମିଥ୍ୟା ପେଡି ଖୋଲିବା ଆରମ୍ଭ ହେଲା

ନିକଟରେ ଇଣ୍ଡିଆ ଟୁଡେ ଦ୍ଵାରା କରାଯାଇଥିବା ଜନମତ ସର୍ଭେରେ ରିପୋଟ ଅନୁସାରେ ମୋଦୀ 2019ରେ ତାଙ୍କ ସହଯୋଗୀ ଦଳ ମାନଙ୍କ ସହିତ ମିଶି 280 ରୁ ଉର୍ଦ୍ଧ ସାଂସଦ ସହ ସରକାର କରିବେ ।ଏହି ଗଣିତ କେବଳ ଭ୍ରମାତ୍ମକ ନୁହ୍ନେ ବରଂ ଏହା ସୁଚାଏ ଭାରତୀୟ ଗଣମାଧ୍ୟମ କେତେ ବିଭ୍ରାନ୍ତିକର ଏବଂ ଦୁର୍ନୀତିଗ୍ରସ୍ତ ହେଇପାରେ । India Today ଏବଂ Zee TV ସହି ତ ବିଜେପି ର ସମ୍ପର୍କ …

Read More »

ମୋଦୀଙ୍କ ଅସମ୍ଭବ କ୍ଷମତାର କ୍ଷୁଧା

ମୋଦୀଙ୍କ ଶାସନରେ ଦେଶର କେତେ ବିକାଶ ହେଲା ତାହା ଯେତିକି ଗୁରୁତ୍ଵପୂର୍ଣ ପ୍ରସଙ୍ଗ ନୁହ୍ନେ ତାଙ୍କ ଶାସନରେ ଗଣତନ୍ତ୍ରର କେତେ ବିକାଶ ଘଟିଲା ତାହା ଅଧିକ ଗୁରୁତ୍ଵପୂର୍ଣ ।ବିକାଶ ଏକ ନିରନ୍ତର ଧାରା,କେବଳ ମୋଦୀଙ୍କ ପରି ଲଜ୍ୟାହୀନ ମିଥ୍ୟାବାଦୀ ମାନେ ଦାବୀ କରିପାରିବେ କି ବିଗତ ୭୦ ବର୍ଷରେ ଦେଶର କୌଣସି ବିକାଶ ହେଇ ନଥିଲା,ଭାରତର ବିକାଶ ଏଇ ଚାରି ବର୍ଷରେ ଆରମ୍ଭ ହେଲା । ତାଙ୍କ ଚାଟୁକାର ମାନେ …

Read More »

ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିଅର ପାଇଁ ଅଗ୍ନି ପରୀକ୍ଷା ୨୦୧୯ ନିର୍ବାଚନ !!!!

୨୦୧୪ ସାଧାରଣ ନିର୍ବାଚନରେ ବିହାରରେ ଅସ୍ବାଭାବିକ ସଫଳତା ଦେଲାପରେ ଧର୍ମେନ୍ଦ୍ରଙ୍କୁ  ମିଳିଲା ପୁରସ୍କାର । ପାଇଲେ କେନ୍ଦ୍ରରେ ମନ୍ତ୍ରିତ୍ଵ ଏବଂ ସେ ପୁଣି ଗୁରୁତ୍ବପୂର୍ଣ ବିଭାଗ ।ଏହି ବିଭାଗ ତାଙ୍କୁ ଦେଶର ରାଜନୀତିର ଏକ ଚର୍ଚିତ ଚେହେରା କରିଦେଲା ।ସ୍ଵାଭାବିକ ଭାବରେ ନିଜ ରାଜ୍ୟ ଓଡିଶାରେ ମୁଖ୍ୟମନ୍ତ୍ରୀ ହବାର ସ୍ଵପ୍ନ ଦେଖିଲେ ଧର୍ମେନ୍ଦ୍ର । ତେବେ ଲୋକ ପ୍ରିୟ ରାଜନୀତିର ହିସାବ କରାଗଲେ ସେ ଆଗରୁ ଓଡିଶାର ଏକ ଚର୍ଚିତ …

Read More »

ମୋଦୀ ବନାମ ମହାମେଣ୍ଟ

ମୋଦୀ ବନାମ ମହାମେଣ୍ଟ ର ଲଢେଇ ୨୦୧୯ର ନିର୍ନାୟକ ଲଢେଇ,ଉଭୟ ପକ୍ଷ ଆଶାବାଦୀ,ବାଜି ତାଙ୍କରି ହବ ।ତେବେ ଏହି ଲଢେଇକୁ ସମୀକ୍ଷା କରିବା ପୂର୍ବରୁ ୨୦୦୪ ମସିହାକୁ ଫେରିଗଲେ ଏକ ସମାନ ସ୍ଥିତିର ସମୀକ୍ଷା କରି ପାରିବା ।ଆଜି ପ୍ରଶ୍ନ ଉଠୁଛି ମୋଦୀଙ୍କ ବିକଳ୍ପ ମହାମେଣ୍ଟରେ କିଏ ?ଏହା ଅବଶ୍ୟ ଏକ ବକବାସ ପ୍ରଶ୍ନ,ମୋଦୀଙ୍କ ବିକଳ୍ପ ଭାରତୀୟ ରାଜନୀତିରେ ଅନେକ ଅଛନ୍ତି ।ମୋଦୀ ଅନନ୍ୟ ରାଜନେତା ବା ଶାସକ ନୁହନ୍ତି,ବରଂ …

Read More »

ଅନାସ୍ଥା ଭୋଟ ଏବଂ ୨୦୧୯ ନିର୍ବାଚନର ପ୍ରାକ ସୂଚନା

ବିନା ପ୍ରସ୍ତୁତିରେ ଅନାସ୍ଥା ପ୍ରସ୍ତାବ କଂଗ୍ରେସ ଏବଂ ବିଜେପି ବିରୋଧୀଙ୍କୁ ଲଜ୍ଜିତ କଲା । ୩୨୫ର NDA ସମର୍ଥନ ବିପକ୍ଷରେ ବିରୋଧୀ ମାତ୍ର 126ରେ ସୀମିତ ରହିଲେ । ଏହା BJPର ପ୍ରସ୍ତୁତି ଏବଂ କଂଗ୍ରେସର ଅପ୍ରସ୍ତୁତିକୁ ସୂଚିତ କରେ ।ତେବେ ଏହି ଘଟଣାଟି ଆଗାମୀ ଦିନର ଘଟଣାକ୍ରମ ସମ୍ପର୍କରେ ଅନେକ ସୂଚନା ଦିଏ । ରାହୁଲ ଗାନ୍ଧୀଙ୍କ ଆଖିମରା ଘଟଣା ସୂଚିତ କରେ ସେ ଜଣେ ଶିରିଅସ ରାଜନେତା …

Read More »

ମୋଦୀଙ୍କ ପରି ମିଥ୍ୟା ଲୋକପ୍ରିୟତାର ଡିଣ୍ଡିମ ପିଟୁଥିବା ଅନ୍ୟ ନେତାଙ୍କ ମଧ୍ୟ ମୁଖା ଖୋଲିବ

Social Media ରେ ବିଶ୍ଵର ସବୁଠାରୁ ଲୋକ ପ୍ରିୟ ନେତା ବୋଲି ମିଥ୍ୟା ଡିଣ୍ଡିମ ପିଟୁଥିବା ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖା ଖୋଲିଛନ୍ତି କିଛି ସଂସ୍ଥା ।ଅନୁସନ୍ଧାନରୁ ଜଣା ପଡିଛି ମୋଦୀଙ୍କ ୬୦ ପ୍ରତିଶତ ଟୁଇଟର ପ୍ରଶଂସକ ହଉଛନ୍ତି ମିଥ୍ୟା ବା ନକଲି ।ସେମାନଙ୍କୁ ଟଙ୍କା ଖର୍ଚ କରି ଯୋଗାଡ କରଯାଇଥିଲା ।ଅନ୍ତର୍ଜାତିକ ସ୍ତରରେ ଏମିତି ଅନେକ ସଂସ୍ଥା ଅଛନ୍ତି ଯେଉଁ ମାନେ ବିପୁଳ ଅର୍ଥ ନେଇ ନକଲି ପ୍ରଶଂସକ …

Read More »

ମୋଦୀଙ୍କ ହିସାବକୁ ସଂଶୋଧନ କଲେ ନିରଞ୍ଜନ ପଟ୍ଟନାୟକ : ଏବେ ଦେଶର ସବୁ ପରିବାର ପାଇବେ 22 ଲକ୍ଷ ଟଙ୍କା !!!!!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଥିଲେ ନିର୍ବାଚନ ଜିତିଲେ ବିଦେଶରେ ଗଚ୍ଛିତ କଳାଧନ ଉଦ୍ଧାର କରି ପ୍ରତି ପରିବାରକୁ ପନ୍ଦର ଲକ୍ଷ ଟଙ୍କା ଲେଖାଏଁ ଦେବେ ।ଏହା ଏକ ମିଥ୍ୟା ପ୍ରତିଶ୍ରୁତି ଥିଲା । ଏଥିପାଇଁ ମୋଦୀ ସାରା ଦେଶରେ ନିନ୍ଦିତ ହେଲେ ।ଲୋକ ଏବଂ ବିରୋଧିଦଳ ଏବେବି ମୋଦୀଙ୍କୁ ପରିହାସ କରି କୁହନ୍ତି ପନ୍ଦର ଲକ୍ଷ କେବେ ମିଳିବ ?? ଦେଶର କଳାଧନ …

Read More »
Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help