Home / Tag Archives: Naveen Pattnaik

Tag Archives: Naveen Pattnaik

ସୁନ୍ଦରଗଡରେ ମୋଦୀଙ୍କ ନିର୍ବାଚନ ସଭା ପରେ ଆକ୍ରମଣ ମୁଦ୍ରାରେ BJD ସାଂସଦ ପ୍ରାର୍ଥୀ ସୁନିତା ବିଶ୍ଵାଳ

ମୋଦୀଙ୍କ ନିର୍ବାଚନ ସଭା ପରେ BJP ପ୍ରତି ଆକ୍ରମଣ ମୁଦ୍ରାକୁ ଆସିଛନ୍ତି BJD ସାଂସଦ ପ୍ରାର୍ଥୀ ସୁନିତା ବିଶ୍ଵାଳ । ମୋଦୀଙ୍କ ସଭା ଆଶାନୁରୂପ ସଫଳ ନହେବା ପରେ ଅଧିକ ଉଶ୍ଚାହିତ ହୋଇ ସିଧାସଳଖ BJPକୁ ଆକ୍ରମଣ କରିବାର ରଣନୀତି ଆପଣେଇଛନ୍ତି ସୁନିତା ।ଆଜି ନିଜର facebook ଆକାଉଣ୍ଟରେ ମୋଦୀଙ୍କୁ ନିସାନା କରି ସୁନିତା ଗତକାଲିର ସଭାରେ ମୋଦୀ ଉଠେଇ ଥିବା ପ୍ରସଙ୍ଗ ଗୁଡିକୁ ଆଲୋଚନା କରିଛନ୍ତି ।ଏହି ଦୀର୍ଘ …

Read More »

ମୋଦୀ ଯୁଗ ଅବସାନର ବିଗୁଲ ବାଜିଲା ????

ପ୍ରଚାର କରଯାଇଥିଲା ମୋଦୀ ଓଡିଶାରୁ ୨୦୧୯ର ବିଗୁଲ ବଜେଇବେ,କିନ୍ତୁ ମୋଦୀଙ୍କ ମୁହଁରେ ଦେଖାଗଲା ମୋଦୀଯୁଗ ଅବସାନର ପ୍ରାକ ସୂଚନା ।ଓଡିଶାରେ ଏକ ଅର୍ଥହୀନ ଜନସଭା କରି ମୋଦୀ ସୁଚେଇ ଦେଲେ ନିର୍ବାଚନ ପୂର୍ବରୁ ନୈରାଶ୍ୟ ତାଙ୍କୁ ଗ୍ରାସ କଲାଣି ।ଏହା ତାଙ୍କ ସୁକୃତ ନିର୍ବୋଧତାର ପରିଣତି ।ଦେଶ ତାଙ୍କୁ ଯେଉଁ ବିଶାଳ ଜନାଦେଶ ସହିତ ୨୦୧୪ରେ ଦେଶର ନେତା ନିର୍ବାଚିତ କରିଥିଲା ସେଇ ଜନମତକୁ ସେ ଅପଚୟ କଲେ ।ଆଜି …

Read More »

ରାଜନୀତିରେ ଏକ ବିରଳ ବ୍ୟକ୍ତିତ୍ଵ ନବୀନ

ହକି ଖେଳ ସଲାପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଇଂରାଜୀ ଖବର କାଗଜରେ ଆଲେଖ୍ୟ ଲେଖିଛନ୍ତି ।ତାହାର ଅନୁବାଦ ଓଡିଆ ଖବର କାଗଜରେ ମଧ୍ୟ ଆସିଛି ।ଓଡ଼ିଶାକୁ ଆସିଥିବା ଅତିଥି ମାନେ ଓଡ଼ିଶାକୁ, “ସୁନ୍ଦର ଜାଗା,ଭଲ ଲୋକ” ବୋଲି ବର୍ଣନା କରିଛନ୍ତି ।ଏହି ଅନୁଭବର କାରଣ ସମ୍ପର୍କରେ ନବୀନ ନିଜର ବ୍ୟାଖ୍ୟା ଉପସ୍ଥାପନ କରିଛନ୍ତି ।ଓଡିଆଙ୍କ ଭିତରେ ଥିବା ଭଲ ଗୁଣକୁ ଚାରିଟି ମୌଲିକ ଦିଗରେ ନବୀନ ଆବିଷ୍କାର …

Read More »

ଦୁଇ ଦଶନ୍ଧିର ସବୁଠାରୁ ଗୁରୁତ୍ବପୂର୍ଣ ନିର୍ବାଚନ ହବାକୁ ଯାଉଛି ୨୦୧୯ !!!!

BJP ଏବଂ କଂଗ୍ରେସ ଉଭୟ ଦଳର ରାଜନୈତିକ ଉଦ୍ଦେଶ୍ୟ ଏବଂ ଆକାଂକ୍ଷା ପରୀକ୍ଷିତ ହେଇଗଲା । କଂଗ୍ରେସର ଦୁର୍ନୀତିଗ୍ରସ୍ତ ଶାସନର ଦୁଃଖଠୁ ବଳିଗଲା ମୋଦୀଙ୍କ ସ୍ଵେଚ୍ଛାଚାରିତାର କଷ୍ଟ ।ମୋଦୀଙ୍କ ଅଗ୍ନ୍ୟତାର ଫଳ  ସାରା ଦେଶ ଖୁବ ଭୋଗିଲା ନୋଟବନ୍ଦୀ ସମୟରେ ।ହେଲେ ଅହଂକାରରେ ଡୁବିଥିବା ମୋଦୀ ଆଜିଯାଏ ସ୍ଵୀକାର କଲେନାହ୍ନି ଯେ ଏହା ତାଙ୍କର ଏକ ନୀତିଗତ ଭୁଲ ଥିଲା ।ସୁପ୍ରିମକୋର୍ଟ,CBI,RBI ପରି ଦେଶର ପ୍ରତ୍ୟେକ ଗୁରୁତ୍ବପୂର୍ଣ ଅନୁଷ୍ଠାନ ଆଜି …

Read More »

ବିଜୁ ଲିଗାସୀ ଏବଂ ଓଡିଶାର ପ୍ରଧାନ ପରିବାର

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଥିବା ଗଞ୍ଜାମ ଜିଲ୍ଲାକୁ ଯାଇଥିଲେ ।ଆଜି ତାଙ୍କର ପ୍ରଧାନମନ୍ତ୍ରୀ ମୋଦୀ ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲୀ ମଧ୍ୟ ଯାଇଥିଲେ ।ଦୁହିଙ୍କ ବକ୍ତ୍ୟବ୍ୟର ସାମଞ୍ଜସ୍ୟ ଥିଲା,ସେମାନେ ସମାନ କଥା କହିଥିଲେ । ମୋଦୀ କହିଲେ ଗାନ୍ଧୀ ପରିବାର ୬୦ ବର୍ଷରେ ଦେଶ ପାଇଁ କିଛି କରିନାହାନ୍ତି,ଧର୍ମେନ୍ଦ୍ର କହିଲେ ନବୀନ ତାଙ୍କ ଜିଲ୍ଲା ପାଇଁ  ଅଠର ବର୍ଷରେ କିଛିବି …

Read More »

୨୦୧୯ରେ BJPକୁ ଓଡିଶା ଲୋକ ଭୋଟ ଦେବେ କାହିଁକି ?

ପ୍ରଚାର ଚାଲିଛି ୨୦୧୯ରେ ଓଡିଶାରେ BJP ।କିଛି ଲୋକମତ ସର୍ଭେ କହୁଛି BJP ପୂର୍ଣ ବହୁମତ ପାଇବ ।ବର୍ତମାନ ଭାରତବର୍ଷର ମିଡିଆ ହାଉସ ମାନଙ୍କ ନିରପେକ୍ଷତା ସର୍ବଜନ ବିଦିତ । ପେଡମିଡିଆ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି ।ବିଷୟଟି ହେଉଛି  ଯେଉଁ ଓଡିଶା ଲୋକ ମାନେ ୨୦୧୪ରେ ମୋଦୀ ସୁନାମୀକୁ ପ୍ରତ୍ୟାଖ୍ୟାନ କଲେ ସେମାନେ କେଉଁ ଆଧାରରେ ୨୦୧୯ରେକେନ୍ଦ୍ରର ବିବାଦୀୟ BJP ସରକାରକୁ ଭୋଟ ଦେବେ ।ବିଗତ ସମସ୍ତ ଲୋକସଭା …

Read More »

BJD ଦୁର୍ଗ ପତନର ଫାଇଦା ନବ କିଏ ?

ଜଣାଗଲାଣି ଆଗାମୀ ନିର୍ବାଚନରେ BJD ଦୁର୍ଗର ପତନ ସମ୍ଭବ ହେଇପାରିବ,ଲୋକ ମାନେ ବିତସ୍ପୃହ ମନେହେଲେଣି BJDର ପ୍ରଶାସକ ସର୍ବସ୍ଵ ଶାସନ ବ୍ୟବସ୍ଥାରେ ।ଗୁରୁତ୍ବପୂର୍ଣ କଥା ହଉଛି BJD ସରକାରର ପତନରେ କୌଣସି ବିରୋଧୀ ଦଳର ପାରିବା ପଣିଆ ଅପେକ୍ଷା ଦଳ ଏବଂ ସରକାର ପରିଚାଳନାରେ ଥିବା ତ୍ରୁଟି ପ୍ରମୁଖ କାରଣ ସାଜିବ ।ଏଇ କିଛି ବର୍ଷ ହେଲାଣି ଦେଖାଯାଉଛି କିଛି ଦୁର୍ନୀତିଗ୍ରସ୍ତ ନେତା ଏବଂ ପ୍ରଶାସକ ମାନଙ୍କ ହାତକୁ ସମସ୍ତ …

Read More »

କ୍ରମେ କ୍ରମେ ନବୀନଙ୍କ ପ୍ରବଞ୍ଚନାର ପରଦା ହଟିବାରେ ଲାଗିଛି !!!

ତିତିଲିକୁ ଯେପରି manage କରାଗଲା ସେତିକିରେ ସ୍ଥିତି ସ୍ପଷ୍ଟ ହେଇଗଲା ନବୀନ ସରକାର ପ୍ରବଞ୍ଚନା ଭିତରେ ଚାଲିଛି ।ଓଡିଶା ଏକ ଦୁର୍ବିପାକ ପ୍ରବଣ ରାଜ୍ୟ କିନ୍ତୁ ବିଷ୍ଣୁପଦ ଶେଠୀ ପରି ଜଣେ ଦୁର୍ନୀତି ଅଭିଯୁକ୍ତ IASଙ୍କୁ SRC କରାଯିବା ଦିନ ଠାରୁ ସ୍ଥିତି ସମ୍ପୂର୍ଣ ସ୍ପଷ୍ଟ ଥିଲା ଓଡିଶାରେ ରିଲିଫ ନାଁରେ ହରିଲୁଟ କୁ ଯଥେଷ୍ଟ ପ୍ରୋସ୍ଛାହନ ଦିଆଯାଉଛି । ତିତିଲି ଆସିବା ଦିନଠାରୁ ସରକାର ମିଛ କହିବା ଆରମ୍ଭ …

Read More »

ଦେଶର ସର୍ବତ୍ର ରାଜନୈତିକ ପରିବର୍ତନର ଆଭାସ !!!!

ବହୁ ବର୍ଷ ଧରି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଥିବା BJP ସରକାରର ପତନ ଘଟିବାର ଆଭାସ ମିଳିଲାଣି ।ଏହି ବର୍ଷ ଗୁଜୁରାଟରେ ନରେନ୍ଦ୍ର ମୋଦୀଙ୍କ ଦୁର୍ଗ ପତନରୁ ଅଳ୍ପକେ ବର୍ତି ଯାଇଥିଲା ।ଏବେ ସୂତାଖିଅରେ ଝୁଳୁଛି ଓଡିଶାରେ ନବୀନଙ୍କ ଭାଗ୍ୟ ।ତାଙ୍କ ଶାସନକୁ ଓଡିଶାରେ କୋଡିଏ ବର୍ଷ ହେଲା ।ଆଶ୍ଚର୍ଯ୍ୟ ଲାଗେ ବିନାକିଛି ବିଶେଷ ପ୍ରଦର୍ଶନରେ ନବୀନ ଓଡିଶା ବାସୀଙ୍କୁ କେମିତି କିମିଆ କରି ଅଠର ବର୍ଷ ରଖି ପାରିଲେ …

Read More »

ନବୀନ ରାଜା ଏବଂ ମୁଁ ରଙ୍କ : ଧର୍ମେନ୍ଦ୍ର

ଭୁବନେଶ୍ବରରେ ଇଣ୍ଡିଆନ ଏକ୍ସପ୍ରେସ ତରଫରୁ ଚାଲିଥିବା ଆଲୋଚନାଚକ୍ରରେ ସାମ୍ବାଦିକ ନବୀନଙ୍କ ସହିତ ତାଙ୍କର ସମ୍ପର୍କ କଣ ବୋଲି ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ନବୀନଙ୍କୁ ରାଜା ଏବଂ ନିଜକୁ ରଙ୍କ ବୋଲି ବର୍ଣନା କରିଛନ୍ତି ।ଅନେକ ସମୟରେ ତାଙ୍କ ଚାଟୁକାରମାନେ ନବୀନଙ୍କୁ ଖୁସି କରିବାପାଇଁ ଧର୍ମେନ୍ଦ୍ରଙ୍କୁ ପିଅନ,ଚପରାସୀ ବୋଲି ଆଖ୍ୟା ଦେଇଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି । ତେବେ ଏହି ଲଘୁ ବକ୍ତବ୍ୟକୁ ବାଦଦେଲେ ଅତି କଡା ଶବ୍ଦରେ ନବୀନ …

Read More »
Show Buttons
Hide Buttons
Type in
Details available only for Indian languages
Settings
Help
Indian language typing help
View Detailed Help